Yearly Archives

2022

ଟ୍ରେନ୍‌ ଆଗକୁ ଡେଇଁ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡା ରେଲ ଷ୍ଟେସନ ନିକଟରେ ସୁଦପଡାର ଯୁବକ ଭୁଟୁଲୁ ମେହେର ମଙ୍ଗଳବାର କୌଣସି କାରଣରୁ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ପଡିଥିଲେ । ଟ୍ରେନ୍‌ରେ ବାଜି ଛିଟିକି ପଡିବା ସହ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ
Read More...

ସାରଙ୍ଗଧର ଦାସଙ୍କ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଡଜାତ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଣୀ ସାରଥୀ, କୃଷକ ନେତା ତଥା ଗଡଜାତ ଗାନ୍ଧୀ ଭାବରେ ପରିଚିତ ସାରଙ୍ଗଧର ଦାସଙ୍କ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶିତ ହୋଇଛି । ରାଜ୍ୟ ଗ୍ରନ୍ଥାଗାର ଆନୁକୂଲ୍ୟରେ ଡାକ ବିଭାଗ ପକ୍ଷରୁ ପ୍ରକାଶିତ ଏହି
Read More...

ଷ୍ଟେସନରେ ଛିଡା ହୋଇଥିବା ଟ୍ରେନ୍‌ର ଇଞ୍ଜିନରେ ଲାଗିଗଲା ନିଆଁ

ଝାରୁସୁଗୁଡା : ବ୍ରଜରାଜନଗର ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ଲାଗିଗଲା ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମହାରାଷ୍ଚ୍ରର ଗୋନ୍ଦିଆରୁ ଆସିଥିଲା ଏହି ଟ୍ରେନ । ବ୍ରଜରାଜନଗର ଷ୍ଟେସନରେ ଆସି ପ୍ରାୟ
Read More...

ନବମ ଓ ଦଶମର ନୂଆ ପାଠ୍ୟକ୍ରମ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନବମ ଓ ଦଶମର ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯିବ । ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତି କରାଗଲେ ଆଗକୁ ପ୍ରତିଯୋଗିତା
Read More...

ସହରର ବିଭନ୍ନ ସ୍ଥାନରେ ଚଢାଉ କରି ୭ ଜଣ ମଦ୍ୟପ ବ୍ୟକ୍ତିଙ୍କୁ ଟାଉନ ଥାନାରେ ଅଟକ ରଖିଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଏବେ ଅପରାଧୀଙ୍କ ଗଡ ପାଲିଟିବାରେ ଲାଗିଲାଣି । ଏଠି ପ୍ରତ୍ୟେକ ଦିନରେ କିଛି ନା କିଛି ଅପରାଧ ଘଟେ । ଏହି ଅପରାଧ ଘଟିବାର ମୁଖ୍ୟ କାରଣ ହେଉଛି ଛୋଟରୁ ବଡ ଏବେ ସମସସ୍ତେ ମଦ୍ୟପାନ କରିବାରେ ଲିପ୍ତ । ତେବେ ଏହାକୁ ଆଖି ଆଗରେ ରଖି ସହରର ବିଭନ୍ନ
Read More...

ସଦେଇପାଲିରେ ପରିବା ବିକାଳୀଙ୍କଠାରୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦେଇପାଲିରେ ପରିବା ବିକାଳୀଙ୍କଠାରୁ ମାରଣାସ୍ତ୍ର ଦେଖାଇ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ପରିବା ବିକାଳୀ ଜଣକ କନ୍ଦାଜୁରୀର ମୁରଳୀ ପଧାନ ବୋଲି ଜଣାପଡିଛି । ସୂଚନା
Read More...

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡ଼ିକ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟବ୍ୟାପି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜିଲ୍ଲା
Read More...

୧୯ ଅକ୍ଟୋବରରେ ଚାନ୍ଦନୀ ଚୌକଠାରୁ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ବୃହତ୍ ସ୍ୱଚ୍ଛତା ଅଭିଯାନର ଉଦ୍‌ଘାଟନ…

ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ଏବେ ସୁଦ୍ଧା ସାରା ଦେଶର ସମସ୍ତ ଜିଲ୍ଲାରୁ ୬୦ ଲକ୍ଷ କିଲୋଗ୍ରାମ୍ରୁ ଅଧିକ ଆବର୍ଜନା ଏକତ୍ର କରାଯାଇଛି ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ୧୯ ଅକ୍ଟୋବର ୨୦୨୨ରେ ଦିଲ୍ଲୀର ଚାନ୍ଦିନୀ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ବନ୍ଧନ କମିଟିର କେଭି ମହାବିଦ୍ୟାଳୟ ପରିଦର୍ଶନ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ବନ୍ଧନ କମିଟି ମଙ୍ଗଳବାର ଦିନ କେଭି ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଉକ୍ତ ଦଳରେ ରାଜେନ୍ଦ୍ର ମହାବିଦ୍ୟାଳୟ କଲେଜର ଡେଭ୍‌ଲପ୍‌ମେଣ୍ଟ କାଉନସିଲ୍‌ର ଅଧ୍ୟକ୍ଷ ଡ. ବିଘ୍ନେଶ ପ୍ରସାଦ ମିଶ୍ର, ଡେପ୍ୟୁଟି ରେଜିଷ୍ଟାର ଡ.
Read More...

୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

• ରେପସିଡ୍ ଏବଂସୋରିଷର ଖର୍ଚ୍ଚ ଉପରେ ୧୦୪ ପ୍ରତିଶତ ରିଟର୍ଣ୍ଣ ପାଇଁ ବ୍ୟବସ୍ଥା• ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଖର୍ଚ୍ଚର ରିଟର୍ଣ୍ଣ ପ୍ରଦାନ କରିବ ବର୍ଦ୍ଧିତ ଏମଏସପି
Read More...