Yearly Archives

2022

ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ଧମୁଣ୍ଡା ରୟାଲ କ୍ଲବ ତରଫରୁ ସେକ୍ଟର ସି ୧୦ ନମ୍ବର ପଡିଆଠାରେ ରୟାଲ ଚାଲେଞ୍ଜ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ମୁଖ୍ୟ ଅତିଥି, ଆଇ ରାଜା, ଯୁବନେତା ରଞ୍ଜନ ନାୟକ ଓ
Read More...

‘ସତଭାବନା’ ଲାକ୍ଷେଘର ସମାଜର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ 'ସତଭାବନା' ଲାକ୍ଷେଘର ସମାଜ ରାଉରକେଲାର ସାଧାରଣ ସମ୍ପାଦକ ବିଜୟ କୁମାର ତାଣ୍ଡିଆଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ସେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଆଇଜିଏଚ୍‌ରେ ଚିକିତ୍ସିତ ହେଉଥିଲେ । ତାଙ୍କର ଦେହ ଅଧିକ ଅସୁସ୍ଥ
Read More...

ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠ ସ୍ଥିତ ଲକ୍ଷ୍ମୀପ୍ରିୟା ହୋଟେଲରେ ଏକ ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର
Read More...

କେଏମ୍ଏମ୍‌ର ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ଗ୍ରହଣ କଲେ ଘନଶ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ସାଇରାଜ କଲ୍ୟାଣ ମଣ୍ଡପ ଠାରେ କେଏମ୍ଏମ୍‌ର ଦ୍ଵିତୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଙ୍ଗଠାନିକ ବିସ୍ତୁରତା ପାଇଁ ଆଲୋଚନା ହୋଇଥିଲା । ଆଜି ଘନଶ୍ୟାମ ସାହୁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର
Read More...

ସୁନ୍ଦରାକାଣ୍ଡରେ ଯୋଗ ଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ୧୩ ନଂ ୱାର୍ଡ କଂସାରୀପଡାରେ ସୁନ୍ଦରାକାଣ୍ଡ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଥିଲେ ।
Read More...

କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ ଭୁବନେଶ୍ଵର ଦ୍ୱାରା ବରକେରା ବିଦ୍ୟାଳୟରେ ସ୍ଵଚ୍ଛତା ଅଭିଯାନ ପାଳିତ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ ଭୁବନେଶ୍ଵର ଦ୍ୱାରା ବିଶେଷ ସ୍ଵଚ୍ଛତା ଅଭିଯାନ ପାଳିତ ହୋଇଯାଇଛି । ପ୍ରଥମେ
Read More...

ଗଣ ଆନ୍ଦୋଳନ କରିବେ ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ପ୍ରଶିକ୍ଷିକା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ପ୍ରଶିକ୍ଷିକା ପକ୍ଷରୁ ଗଣ ଆନ୍ଦୋଳନ କରାଯିବ ବୋଲି ଜଣାପଡିଛି । ରାଜ୍ୟରେ ଧନ୍ଦାମୂଳକ ଶିକ୍ଷା ବିଗତ ୨୦୧୬ରୁ ଆରମ୍ଭ ହୋଇ ଆଜି ୬ ବର୍ଷ ପୂର୍ଣ୍ଣ ହୋଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ବିଭାଗରେ ନିଯୁକ୍ତି ପାଇଥିବା ୨୦୦୦
Read More...

ବଙ୍ଗୋମୁଣ୍ଡା ବ୍ଲକରେ କଳାକାର ସାମର୍ଥ୍ୟ ପରୀକ୍ଷା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାରଙ୍କ ସାମର୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନା ଯୋଗ
Read More...

ବ୍ୟଙ୍ଗ ଦୃଷ୍ଟି : ଇ’ ଉଛବ୍‌ କାହାର୍‌ ଲାଗି…. ?

ଦେବାଶିଷ ମିଶ୍ର ଶୀତ୍‌ ମାସେ କସରତ୍‌ର ମଜା ଅଲ୍‌ଗା, ଖୁଁଟା ଥି ବନ୍ଧା ବଲଦ୍‌ ମାନେ ବି ବାହରି ପଡସନ୍‌ ଯୁତା ମଫଲର୍‌ ଲଗେଇ । ସକାଲୁ ଉଠ୍‌ଲା ବେଲ୍‌କେ ତ’ ଏଗାର ବାଜୁଛେ, ସନ୍ଧ୍ୟାକେ ଲୋକ୍‌ ଦେଖ୍‌ନିଆ ମୁଇଁ ଭିଲ୍‌ ବାହାରି ପଡ୍‌ଲିଁ ମିଶନ୍‌ ପଡିଆ କେ । ଦୁଇ ଚକ୍କର୍‌ ନେଇଁ ମାରି କରି
Read More...

ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସ୍‌ର କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରେ ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡିଶା ରାଜ୍ୟ ଶାଖା ସହାୟତାରେ ଜିଲ୍ଲା ଯୁବ ରେଡକ୍ରସ୍‌ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୁବ ରେଡକ୍ରସର ଆଭିମୁଖ୍ୟ କ’ଣ, ଶିକ୍ଷାନୁଷ୍ଠାନ ମାନଙ୍କରେ
Read More...