Yearly Archives

2022

ଅଏଁଲାପାଲି ଗିରି ଗୋବର୍ଦ୍ଧନ ପୂଜା ଉଦ୍‌ଯାପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ଅଏଁଲାପାଲି କେନାଲ୍ ଛକଠାରେ ଚାଲିଥିବା କଂସ ଦରବାର କଂସ ବଧ ସହିତ ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ୫ ଦିନ ଧରି ଚାଲିଥିବା କଂସ ଦରବାର କାର୍ଯ୍ୟକ୍ରମରେ ବରଗଡ଼ ଧନୁଯାତ୍ରାରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା
Read More...

ଆଏଜ୍‌ ‘ବଲାଙ୍ଗିର ଦିନ୍‌’ : ବଲାଙ୍ଗିରିଆ ମନ୍‌ ଗହ ଗହ, ଦୁଲ୍‌କି ଯିବା କୋଶଳ କଳାମଣ୍ଡଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ‘ବଲାଙ୍ଗିର ଦିନ୍‌’ । ବଲାଙ୍ଗିରିଆ ମାନ୍‌କର୍‌ ମନ୍‌ ବଡ଼ା ଗହ ଗହ । ଦୁଲ୍‌କି ଯିବା କୋଶଳ କଳାମଣ୍ଡଳ । ‘ବଲାଙ୍ଗିର ଦିନ୍‌’କେ ଉସତ୍‌ ଉସ୍‌ନାକ୍‌ ଥି ପାଲନ୍‌ କର୍‌ବାକେ ଆୟୋଜକ କମିଟି ଭିନେ ଭିନେ କାର୍ଯ୍ୟକ୍ରମ୍‌ ମାନେ ହାତ୍‌କେ ନେଇଛେ ଆର୍‌
Read More...

କୃଷକ ଉତ୍ପାଦକ କମ୍ପାନୀ ସଚେତନତା କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ମହାଶକ୍ତି ଫାଉଣ୍ଡେସନ ତରଫରୁ କେନ୍ଦ୍ର ସରକାର ଓ ନାବାର୍ଡ ସହାୟତାରେ ମ. ରାମପୁର ଓ ନର୍ଲ। ବ୍ଲକର ୪୭ ଜଣ ସଫଳ ଚାଷୀଙ୍କୁ ନେଇ ମହାଶକ୍ତି ଫାଉଣ୍ଡେସନ ସଭାଗୃହରେ କୃଷକ ଉତ୍ପାଦକ କମ୍ପାନୀ ଗଠନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାଶକ୍ତି
Read More...

ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ
Read More...

ଜାତୀୟ ଏକତା ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଥିବା ଇ/୬୪ ସିଆର୍‌ପିଏଫ୍ ବାଟାଲିଅନ ତରଫରୁ ଜାତୀୟ ଏକତା ଦିବସ ପାଳିତ ହେଇଯାଇଛି । ଏହି କ୍ୟାମ୍ପର କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀଙ୍କ ମାର୍ଗ ଦର୍ଶନରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୁବାସ କୁମାରଙ୍କ ଦ୍ୱାରା ରନ୍ ଫର୍
Read More...

ନଭେମ୍ବର ୧ ବଲାଙ୍ଗିର ଦିନ ଉପଲକ୍ଷେ ବଲାଙ୍ଗିର ଦିନ ଆୟୋଜକ କମିଟିର ଜୋରଦାର ପ୍ରସ୍ତୁତି ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧ ବଲାଙ୍ଗିର ଦିନ ଉପଲକ୍ଷେ ବଲାଙ୍ଗିର ଦିନ ଆୟୋଜକ କମିଟିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ଠାରୁ ମିଳିଥିବା ସୂଚନା ଅନୁଯାୟୀ ସକାଳ ୯ଟାରୁ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଫ୍ଲେଗ ମାର୍ଚ୍ଚ କରି ସାଂସ୍କୃତିକ
Read More...

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ଶପଥ ପାଠ ଗ୍ରହଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଦୁର୍ନୀତି ନିବାରଣ ବିଭାଗ ଆନୁକୂଲ୍ୟରେ ବିନିକା ବ୍ଲକ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

କେଭଡ଼ିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

“କର୍ତ୍ତବ୍ୟବୋଧ ଓ ଦାୟିତ୍ୱ ମତେ ଏଠାକୁ ଆଣିଥିଲେ ମଧ୍ୟ ମୋ ମନ ମୋରବୀ ଦୁର୍ଘଟଣାର ମୃତାହତଙ୍କ ନିକଟରେ ରହିଛି” “ସମଗ୍ର ଦେଶ ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଂକଳ୍ପରୁ ପ୍ରେରଣା ପାଉଛି”“ଆମ ପାଇଁ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଓ ଏକତା ଦିବସ କେବଳ କ୍ୟାଲେଣ୍ଡର ତାରିଖ ନୁହେଁ, ତାହା ଭାରତୀୟ
Read More...

ମୁରିବାହାଲ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି
Read More...

ସଂସଦରେ ‘ରାଷ୍ଟ୍ରୀୟ ଏକତା ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଦେଶର ବଡ଼ ଲକ୍ଷ୍ୟକୁ ପୂରଣ କରିବାରେ ସର୍ଦ୍ଦାର ପଟେଲଙ୍କକର୍ତ୍ତବ୍ୟ ଓ ନେତୃତ୍ୱ ଜ୍ୱଳନ୍ତ ଉଦାହରଣ - ଧର୍ମେନ୍ଦ୍ର ପ୍ରଧାନ• ସଂସଦରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଯୋଗଦେଲେ• ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ଏକତା ପାଇଁ ଦୌଡ’ର ଶୁଭାରମ୍ଭ କଲେ
Read More...