Yearly Archives

2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ
Read More...

ସରକାରୀ ସହାୟତା ପାଇଁ ଦାବୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ଏନଏସି ଅନ୍ତର୍ଗତ ବରପାଲି ଗ୍ରାମରେ ୮ ନମ୍ବର ୱାର୍ଡ କାଉସିଲର ମହାଲକ୍ଷ୍ମୀ ନାୟକଙ୍କ ଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଘରେ ନଥିବା ବେଳେ ନିଜ ବାସଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଯାହାଫଳରେ ଘରେ
Read More...

ମୋହାଲିର ଆଇଆଇଏସ୍ଇଆର୍ ଠାରେ ‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

କ୍ଲିନ୍ ଇଣ୍ଡିଆ ୨.୦ ର ଉଦ୍ଯାପନୀ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କିଲୋଗ୍ରାମରୁ ଅଧିକ ଅଳିଆ ସଂଗ୍ରହ କରାଯାଇଛି : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀ, (ପିଆଇବି) : ସାରା ଦେଶରେ ୩୧ ଅକ୍ଟୋବର ସର୍ଦ୍ଦାର ବଲ୍ଲଭ ଭାଇ
Read More...

ସାମାଜିକ ଗଣମାଧ୍ୟମରେ ୯୫୦୦ ଆର୍‌ପିଏଫ୍ କନେଷ୍ଟବଳ ଏବଂ ଏଏସ୍‌ଆଇ ପଦବୀ ପାଇଁ ନକଲି ନିଯୁକ୍ତି ବିଜ୍ଞପ୍ତି ସମ୍ବନ୍ଧରେ…

ଦିଲ୍ଲୀ, (ପିଆଇବି) : ରେଳ ସୁରକ୍ଷା ବଳ (ଆରପିଏଫ୍‌) ରେ ୯୫୦୦ କନେଷ୍ଟବଳ ତଥା ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏବଂ ଖବରକାଗଜରେ ଏକ ଭୁଲ୍ ଖବର ପ୍ରଚାର କରା ଯାଉଛି । ଏହା ଦ୍ୱାରା ସୂଚିତ କରା ଯାଉଛି ଯେ ଆରପିଏଫ୍ କିମ୍ବା ରେଳ
Read More...

ରାଜ୍ୟବ୍ୟାପୀ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ

● ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଓ ସିବିସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ● ଏକତା ଦୌଡ଼, ଶୋଭାଯାତ୍ରା, ଫଟୋ ପ୍ରଦର୍ଶନୀ, ଏକତା ଦିବସ ଶପଥ ପାଠ କାର୍ଯ୍ୟକ୍ରମରେ ଉତ୍ସାହର ସହ ସାମିଲ ହେଲେ ଜନସାଧାରଣ ଭୁବନେଶ୍ୱର, (ପିଆଇବି) : ଲୌହ ମାନବ ସର୍ଦ୍ଦାର
Read More...

ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଭିଜିଲାନ୍ସ ପୁରସ୍କୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଭିଜିଲାନ୍ସ ପୁରସ୍କୃତ ହୋଇଛି । ସୂଚନାଯେଗ୍ୟ ଯେ, ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖା ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇ ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨
Read More...

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇଏମଏଫଆଇ ରିଦିମ୍ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ମନୋଜ୍ଞ ସଂଗୀତ କାର୍ଯ୍ୟକ୍ରମ ‘ଓସନ୍ ଅଫ୍ ମ୍ୟୁଜିକ୍‌’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି
Read More...

କବିତା : ହୋ ପଣ୍ଡିତେ

ବିଜୟ ପ୍ରଧାନ ମତେ ଏତେ ଉପରକୁନିଅ ନାହିଁ ପଣ୍ଡିତେମୁଁ ମାଟିର ମଣିଷପାଦ ଲାଖିଥାଉ ଏମିତି ମାଟିରେ … ମୋର ପ୍ରଶ୍ନମାନଙ୍କ ପରି ମୁଁନିହାତି ତୁଚ୍ଛ ଓ ଅବାନ୍ତରମତେ ନିଜ ସାମ୍ନାରେ ଥୋଇବିଚାର ନ କର । ମୋର ହେବାର ନାହିଁ ଛଞ୍ଚାଣଉଡ଼ାଣ ଖୋର ମନଭୁରତେଇ ଖଞ୍ଜନାହିଁମହମର ଡେଣାବରଂ ନ
Read More...

ପାଇକମାଲ ନାଗରିକ କମିଟିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ସୋମବାର ସନ୍ଧ୍ୟାରେ ନାଗରିକ କମିଟିର ଏକ ଜରୁରି ବୈଠକ ମନୋଜ ତ୍ରିବେଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାଇକମାଲ ବ୍ଲକର ବିଭିନ୍ନ ଉନ୍ନତିମୂଳକ କାମ କରାଯିବା ପାଇଁ କମିଟି ସଭ୍ୟମାନେ
Read More...

ଶିଶୁକନ୍ୟାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ମହଙ୍ଗା ପଡ଼ିଲା : ପୋକ୍‌ସୋ କୋର୍ଟଙ୍କ ୭୭ ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ…

ବୁଲନ୍ଦସହର : ଉତ୍ତରପ୍ରଦେଶର ବୁଲନ୍ଦସହରର ପୋକ୍‌ସୋ କୋର୍ଟ ଜଣେ ୧୦ ବର୍ଷର ନାବାଳିକାକୁ ନିର୍ଯ୍ୟାତନା ଦେବା ମାମଲାରେ ଏକ ଐତିହାସିକ ରାୟ ଦେଇଛନ୍ତି । ଏଠାରେ ପୋକ୍‌ସୋ କୋର୍ଟ ଅଭିଯୁକ୍ତଙ୍କୁ ମାତ୍ର ୭୭ ଦିନ ମଧ୍ୟରେ ଦଣ୍ଡିତ କରିଛନ୍ତି । ଜଣେ ନାବାଳିକାଙ୍କୁ ନିର୍ଯ୍ୟାତନା ମାମଲାରେ
Read More...