Yearly Archives

2022

ବିରୁଡ଼ି ଆକ୍ରମଣରେ ମହିଳା ଗୁରୁତର

ନୂଆଗଡ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଖଜୁରୀପଦାରେ ଜଣେ ମହିଳା ବଣକୁ ଯାଇଥିବା ବେଳେ ବିରୁଡି ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମହିଳା ଜଣକ ସେହି ଗ୍ରାମର ଯଶୋଦା ବେହର୍ଦଲାଇ ବୋଲି ଜଣାପଡିଛି । ସୂଚନା
Read More...

ଆଜି ବିଶ୍ୱ ଶାକାହାରୀ ଦିବସ

ନୂଆଦିଲ୍ଲୀ : ପଶୁ ଉତ୍ପାଦର ବ୍ୟବହାର ଓ ପଶୁଙ୍କ ଶୋଷଣଠାରୁ ଦୂରେଇ ରହିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ନଭେମ୍ବର ୧ ତାରିଖରେ ପାଳିତ ହୁଏ ବିଶ୍ୱ ଶାକାହାରୀ ଦିବସ । ଜନ୍ତୁଙ୍କ ଶୋଷଣ ବନ୍ଦ କରିବା ସହିତ ଅନ୍ୟ ପ୍ରଜାତିଙ୍କ ପ୍ରତି ଭଲପାଇବା ଓ ଯତ୍ନବାନ ହେବା ଏବଂ
Read More...

ଛିନ୍ଦେଇକେଲାରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମ ଶ୍ରୀ ଶ୍ରୀ ରାମଜୀ ମନ୍ଦିର ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ କର୍ତ୍ତା ଭରତଚନ୍ଦ୍ର ସାହୁ ଓ ନଳିତା ସାହୁଙ୍କ ସ୍ଵ ଉଦ୍ୟମରେ ମନ୍ଦିର ପୂଜକ କର୍ମକାଣ୍ଡ ବିଶାରଦ ଓ ଦକ୍ଷ
Read More...

ଲିଟିସର୍ଗି ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ପଞ୍ଚାୟତ ଗୃହ ପାଖ ଗଛରୁ ତାଡ଼ି ବାହାର କରି ବେପାର ଚାଲିଥିବା ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ ଲିଟିସର୍ଗି ଗ୍ରାମ ପଞ୍ଚାୟତ ହେଉଛି ବ୍ଲକର ଶୀର୍ଷ ପଞ୍ଚାୟତ । ସେହି ପଞ୍ଚାୟତରେ ଅନେକ ଗରିବ ନିରୀହ ଶ୍ରେଣୀର ଲୋକେ ବସବାସ କରନ୍ତି ଓ କୁଳି ମଜୁରୀ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ପଞ୍ଚାୟତିରାଜ ଓ
Read More...

କେଭି କଲେଜର ତର୍କ ଶାସ୍ତ୍ର ପ୍ରାଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେଭି କଲେଜର ତର୍କ ଶାସ୍ତ୍ର ପ୍ରାଧ୍ୟାପକ ଭଗବାନ ପ୍ରଧାନ ଗତକାଲି ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୧ ବର୍ଷ ଏହି କଲେଜରେ ଶିକ୍ଷାଦାନ କରି ସେ ଅବସର ଗ୍ରହଣ କରିଛନ୍ତି । ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ
Read More...

କୃଷି ବୀମା ପାଉଣା ଦାବୀରେ ତହସିଲଦାରଙ୍କୁ ଭେଟିଲା ଚାଷୀ ସଂଗଠନ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ କୃଷକ ସଂଗଠନ ତରଫରୁ ବକେୟା କୃଷି ବୀମା ସମ୍ପର୍କରେ ସୋମବାର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଭେଟି ଆଲୋଚନା କରାଯାଇଛି । ବ୍ଲକ କୃଷକ ସଂଗଠନ ସଭାପତି ମୋହନ ସୁନାଙ୍କ ନେତୃତ୍ୱରେ ଗୁଣମଣି ଭୋଇ, ମଧୁସୂଦନ ସାହୁ, ବାବୁଲାଲ ଭୋଇ, ନାରାୟଣ
Read More...

ଏସଏଚଜି ଗ୍ରୁପରେ ମହା ଘୋଟାଲା ଅଭିଯୋଗ : ୩୦ରୁ ୪୦ ସ୍ୱୟଂ ସାହାୟିକା ମହିଳା ଦେଲେ ଦୁର୍ନୀତି ବିରୁଦ୍ଧରେ ବିଡ଼ିଓଙ୍କୁ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତରେ ୮୦ରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ଏକ ଆଞ୍ଚଳିକ ମଞ୍ଚ ଗଠନ କରାଯାଇଛି । ଉକ୍ତ ଆଞ୍ଚଳିକ ମଞ୍ଚରେ ୧୨ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛନ୍ତି । ସିଆରପିଙ୍କ ଦ୍ୱାରା ମହିଳା ଗୋଷ୍ଠୀମାନେ ପରିଚାଳିତ
Read More...

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ପରିସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ପରିସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳନ କରାଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଉଦ୍ୟମ ପ୍ରଶଂସନୀୟ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶପଥ ପାଠ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶପଥ ପାଠ କରାଯାଇଛି । କାର୍ଯ୍ୟାଳୟ ପରିସରରେ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ଲାଗି ଐକ୍ୟବଦ୍ଧ
Read More...

ଅନ୍‌ଲାଇନ ମାଧ୍ୟମରେ ଜୀବନ ପ୍ରମାଣ ପତ୍ର ପ୍ରଦାନ ସମ୍ବନ୍ଧୀୟ ବିଶେଷ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟ୍ରେଜେରୀ ଓ ବ୍ୟାଙ୍କ୍ ଶାଖା ବ୍ୟତୀତ ପେନସନ୍ ଭୋଗୀମାନେ ବିଭିନ୍ନ ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଚଳିତ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ପ୍ରଦାନ କରିପାରିବେ । ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ରରେ ଏହି ସେବାଗୁଡିକ ଉପଲବ୍ଧ ଅଛି । ଏନେଇ ରାଜ୍ୟ ସୂଚନା
Read More...