Yearly Archives

2022

ଖପ୍ରାଖୋଲରେ ସିଆର୍‌ପିଏଫ୍ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସିଆର୍‌ପିଏଫ୍ ୧୮୯ ବାଟାଲିଏନ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବାବୁଲ କୁମାର ରୋୟଙ୍କ
Read More...

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘କ୍ୟାରିୟର ଟକ୍’ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ନବମ, ଦଶମ,ଏକାଦଶ ଓ ଦ୍ବାଦଶ ଶ୍ରେଣୀର ବାଣିଜ୍ୟ ଷ୍ଟ୍ରିମର ଛାତ୍ରମାନଙ୍କ ପାଇଁ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟର କ୍ଷେତ୍ର ଉପରେ କ୍ୟାରିୟର ଟକ୍‌ର ଏକ ଆଲୋଚନା ଅଧିବେଶନ ଆୟୋଜିତ ହୋଇଯାଇଛି । ଆଇସିଏଆଇ ଭୁବନେଶ୍ୱର ଶାଖାର
Read More...

ସଂସ୍କୃତ ଭାରତୀ ପକ୍ଷରୁ ବଲାଙ୍ଗିରଠାରେ ଚାଲିଥିବା ସଂସ୍କୃତ ସମ୍ଭାଷଣ ବର୍ଗର ସମାପନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରେ ଗତ ୧୫ ଦିନ ବ୍ୟାପି ବଲାଙ୍ଗିର ପତିତପାବନ ଏକାଡେମୀ ଓ ସରକାରୀ ମହିଳା ବିଦ୍ୟାଳୟରେ ସଂସ୍କୃତି ଭାରତୀ ଉତ୍କଳ ପ୍ରାନ୍ତ ପକ୍ଷରୁ ସଂସ୍କୃତ ସମ୍ଭାଷଣ ବର୍ଗର ଗତକାଲି ସମାପନ ହୋଇଯାଇଛି । ପତିତପାବନ ଏକାଡେମୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗତ
Read More...

କାଠପଟା ଜବତ, ୧ ଅଟକ

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡକି ଗ୍ରାମ ପଞ୍ଚାୟତର ଗୁଟୁମଗୁଡାର ଗ୍ରାମରେ ଗ୍ରାମବାସୀ ଓ ବନବିଭାଗ ମିଳିତ ଭାବେ ଚଢାଉ କରି ସାଇଜ କାଠପଟା ଜବତ କରିବା ସହ ଜଣକୁ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡକି ଗ୍ରାମ ପଞ୍ଚାୟତର ଗୁଟୁମ
Read More...

ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା : ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକଙ୍କ ଭ୍ରମଣ ଏବଂ ରାତ୍ରଯାପନ ପାଇଁ ମଙ୍ଗଳବାର ଖୋଲିଲା ପ୍ରବେଶ ଫାଟ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଟି. ଅଶୋକ
Read More...

ଚାଷ ଜମିରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଆମ୍ବପାଲି ଗାଁର ଏକ ଚାଷ ଜମିରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋିଥିବା ଜଣାପଡିଛି । ତେବେ ମହିଳାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ
Read More...

ସ୍ୱକୀୟ ମତ : ଧର୍ମ, ବିଜ୍ଞାନ ଓ ଆମେ

ଜୟଶ୍ରୀ ସାହୁ ଯଦିଓ ବହୁତ କିଛି ପରିବର୍ତନ ହେଲାଣି, ତଥାପି ପାରମ୍ପରିକ ଧର୍ମବିଶ୍ଵାସ ଅନୁଯାୟୀ ଓଡିଶାର ପଶ୍ଚିମାଞ୍ଚଳର ନାରୀମାନେ ରଜ ସଂକ୍ରାନ୍ତି ସମୟରେ ଋତୁମତୀ ହେଲେ ଚାରିଦିନ ଧରି କେବଳ ଫଳାହାର କରନ୍ତି । ଅଥଚ, ସମାନ ଅବସ୍ଥାରେ ରଜ ସମୟରେ ପୂର୍ବାଞ୍ଚଳର ନାରୀ ମାଛ ମାଂସ ପ୍ରଚୁର
Read More...

କୁଚିଆ ମଦ ବିକ୍ରି ବନ୍ଦ ଦାବୀରେ ଥାନା ଘେରିଲେ ମହିଳା

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଅନ୍ତର୍ଗତ ସାରସବାହାଲ ଗାଁରେ ତୁରନ୍ତ କୁଚିଆ ମଦ ବିକ୍ରି ବନ୍ଦ କରିବା ଦାବୀରେ ମହିଳାମାନେ ସୋମବାର ଥାନା ଘେରାଉ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ସାରସବାହାଲ ଗାଁରେ ବେଆଇନ ଭାବେ ମଦ କାରବାର ହେଉଛି । ଏଥିଯୋଗୁଁ ଅସନ୍ତୋଷ ବଢୁଛି । ଗାଁର
Read More...

ସମୁଦ୍ରରେ ଡଙ୍ଗା ବୁଡ଼ି ଧୀବର ମୃତ, ୨ ଉଦ୍ଧାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାଛ ଧରିବାକୁ ଯାଇଥିବା ବେଳେ ସମୁଦ୍ର ମଝିରେ ମାଛ ଧରା ବୋଟ୍‌ରେ ଲାଗିଥିବା ମୋଟର ଫ୍ୟାନ୍‌ ଭାଙ୍ଗି ଯିବାରୁ ଡଙ୍ଗା ଓଲଟିପଡିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ ଜଣେ ଧୀବରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଧୀବର କୌଣସି ମତେ ବର୍ତ୍ତିଯାଇଥିବା
Read More...

କଂସର ବଜାର ପ୍ରାଙ୍ଗଣରେ ଗାଁ କଳାକାର ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ଗ୍ରାମର ବଜାର ପ୍ରାଙ୍ଗଣରେ ଗାଁ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଚାରୋଟି ପଞ୍ଚାୟତ ଯଥା ଦହିଁତା, ଦହିଗାଁ, କଂସର ଓ ବୁଡାମାଲ ପଞ୍ଚାୟତର ବିଭିନ୍ନ କଳାକାରମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...