Yearly Archives

2022

ଡେଲାଙ୍ଗ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲା
Read More...

କୁଚେଇତା ଗୋ ଶାଳାରେ ଗୋପାଷ୍ଟମୀ ଉତ୍ସବ

"ଗୋ-ମାତାର ସେବା ହିଁ ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବ" ରାଉରକେଲା, (ସସ୍ମିତା ପ୍ରଧାନ) : ଦିନେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗାଈ ଚରାଇବା ସହିତ ଗୋ-ମାତାର ସେବା କରିବାକୁ ନିଜର ସୌଭାଗ୍ୟ ମଣିଥିଲେ । କାରଣ ଗାଈ ଦେହରେ ସମସ୍ତ ଦେବାଦେବୀ ବସବାସ କରୁଥିବା ବେଳେ ଗାଈର ଦେହରୁ
Read More...

ମାଣ୍ଡୋସିଲ ଜୁନିୟର କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଜୁନିୟର କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭା ଅଧ୍ୟକ୍ଷ ନାରାୟଣ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ
Read More...

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଂପାଦକ ତଥା ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ରାଇସ ଅନୁଷ୍ଠାନ ତରଫରୁ ନାରାୟଣ ସେବା ଓ ଭଜନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗରରେ ଥିବା ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ କମ୍ପୁଟର ଏଜୁକେସନ (ରାଇସ) ଅନୁଷ୍ଠାନ ତରଫରୁ ତର୍କରା ସ୍ଥିତ ଶିବ ମନ୍ଦିର ଠାରେ ନାରାୟଣ ସେବା ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଦବ୍ୟାସ ଗୁରୁକୁଳ ବୈଦିକ ବିଦ୍ୟାଳୟର ଅନ୍ତେବାସୀ,
Read More...

ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଖଲ୍ଲିକୋଟଠାରେ ରହିଥିବା ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସମ୍ମିଳନୀରେ ସର୍ବସମ୍ମତ୍ତିକ୍ରମେ ଜିଲ୍ଲାର ଦଲିଲ ଲେଖକ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ଗ୍ରାମ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖା ପକ୍ଷରୁ ଜନସାଧାରଣଙ୍କୁ ଦୁର୍ନୀତି ନିବାରଣ
Read More...

ଲାଠୋରରେ ସଂଘବଦ୍ଧ ଭାବେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗ୍ରାମରେ ଜଣେ ଯୁବକଙ୍କୁ ତିନି ଜଣ ଯୁବକଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଲାଠୋର ଗ୍ରାମର ତଲିପଡାରେ ରହୁଥିବା କମଲ ପାତ୍ରଙ୍କୁ ସେହି ପଡାର
Read More...

‘ବଲାଙ୍ଗିର ଦିନ୍’ ଶୋଭାଯାତ୍ରାରେ ଦୁଲୁକୁଛି ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍) : ଆଜି ବଲାଙ୍ଗିର ଦିନ୍ ପାଳନ ଅବସରରେ ବଲାଙ୍ଗିର ସହରରେ ବଲାଙ୍ଗିର ଦିନ୍ ଆୟୋଜକ କମିଟି ପକ୍ଷରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ସାରା ସହର ଆନନ୍ଦ ଉଲ୍ଲାସରେ ଦୁଲୁକି ଉଠୁଛି । ବିଭିନ୍ନ ସାଂସ୍କୃତିକ ଦଳ ସହ ସହରର ସହସ୍ରାଧିକ
Read More...

ଛେଣ୍ଡ କଲୋନୀ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟର ଶୁଭାରାମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁଦିନର ଦାବୀକୁ ପ୍ରଶାସନ ଗ୍ରହଣ କରି, ଆର୍‌ଏମ୍‌ସି ତରଫରୁ ଛେଣ୍ଡ କଲୋନୀ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ ୭୧ ଲକ୍ଷ ଟଙ୍କା ବ୍ୟୟରେ କରାଯିବା ପାଇଁ ରାଉରକେଲାର ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା । ମାର୍କେଟର ସଭାପତି
Read More...