pakka

ଜାତୀୟ ଏକତା ଦିବସ ପାଳିତ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଥିବା ଇ/୬୪ ସିଆର୍‌ପିଏଫ୍ ବାଟାଲିଅନ ତରଫରୁ ଜାତୀୟ ଏକତା ଦିବସ ପାଳିତ ହେଇଯାଇଛି । ଏହି କ୍ୟାମ୍ପର କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀଙ୍କ ମାର୍ଗ ଦର୍ଶନରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସୁବାସ କୁମାରଙ୍କ ଦ୍ୱାରା ରନ୍ ଫର୍ ୟୁନିଟି(ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମରେ ସର୍ଦ୍ଦାର ପଟେଲଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ
କରାଯାଇଥିଲା ।

Leave A Reply

Your email address will not be published.

4 × one =