Yearly Archives

2022

ନୂଆ ନୂଆ ସ୍କୁଲ ଯାଉଥିବା ପିଲାଙ୍କୁ କେମିତି ଯତ୍ନ ନେବା, ଆସନ୍ତୁ ଜାଣିବା

ସୁଶ୍ରୀ ସ୍ନେହଲତା ନୂଆ ନୂଆ ସ୍କୁଲ ଯାଉଥିବା ପିଲାମାନେ ଟିକେ ଅଝଟ ହୁଅନ୍ତି । ପରିବାରକୁ ଛାଡ଼ି ସ୍କୁଲରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଆମକୁ ଜାଣିବାକୁ ହେବ ଯେ, ମା’ ହେଉଛନ୍ତି ଶିଶୁର ପ୍ରଥମ ଗୁରୁ । ସେମାନଙ୍କ ଯତ୍ନ କିଭଳି ନେବା ଆସନ୍ତୁ ଆଜି ଜାଣିବା । ଶିଶୁକୁ ସ୍କୁଲ
Read More...

ପାଞ୍ଚଟି ଟିପ୍ସ ଉପରେ ନଜର ଦିଅନ୍ତୁ, ସୁସ୍ଥ ରୁହନ୍ତୁ

ସୁସ୍ଥ ଜୀବନ ସମସ୍ତଙ୍କ କାମନା । କିନ୍ତୁ ବର୍ତମାନ ସମୟର ବିଶୃଙ୍ଖଳିତ ଜୀବନ ଶୈଳୀ ପାଇଁ ସୁସ୍ଥ ଜୀବନ ପ୍ରାପ୍ତ ହେବା ବଡ଼ ମୁସ୍‌କିଲ୍‌ ହୋଇପଡ଼ିଛି । ସାଧକମାନେ ସୁସ୍ଥ ଜୀବନ ପାଇଁ ଅନେକ ପ୍ରାମାଣିକ ଆଧାର ପ୍ରଦାନ କରିଛନ୍ତି । ଆସନ୍ତୁ ସୁସ୍ଥ ଜୀବନ ପାଇଁ ଆଜି ମାତ୍ର ପାଞ୍ଚଟି ଟିପ୍ସ ଉପରେ
Read More...

ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ବାହାବଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବେଲପଡ଼ା ବ୍ଲକ
Read More...

ନେପାଳରେ ଭୂକମ୍ପ, ଘର ଭୁଷୁଡ଼ିବା କାରଣରୁ ୬ ଜଣଙ୍କ ମୃତ୍ୟୁ, ପ୍ରଭାବିତ ଅଞ୍ଚଳରେ ସେନା

ନୂଆଦିଲ୍ଲୀ : ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ନେପାଳ, ଚୀନ୍, ଦିଲ୍ଲୀ, ଏନ୍‌ସିଆର ସମେତ ସମଗ୍ର ଉତ୍ତର ଭାରତରେ ହୋଇଥିବା ଭୂକମ୍ପରେ ସମଗ୍ର ଦେଶ କମ୍ପିତ ହୋଇଥିଲା । ଭୂକମ୍ପ ଯୋଗୁଁ ନେପାଳରେ ପ୍ରବଳ ଧ୍ୱଂସ ହୋଇଥିବା ଆଶଂକା କରାଯାଉଛି । ନେପାଳର ଦୋଟି ଜିଲ୍ଲାରେ ଏକ ଘର ଭୁଷୁଡ଼ିବା
Read More...

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁତୟନ ହେବେ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ

ଭୁବନେଶ୍ୱର : ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗୁରୁବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିମାନବନ୍ଦରଠାରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବା ସହ ୩୦୦ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ ।
Read More...

ଝାଡ଼ଖଣ୍ଡର ସିଏମ୍‌ ହେମନ୍ତ ସୋରେନଙ୍କୁ ଇଡି ପଠାଇଲା ସମନ୍‌, ପଚରାଉଚୁରା ହେବ

ନୂଆଦିଲ୍ଲୀ : ପଚରାଉଚରା ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସମନ୍‌ ପଠାଇଛି । ଗୁରୁବାର ପଚରାଉଚରା ପାଇଁ ସିଏମ୍‌ଙ୍କୁ ଡକାଯାଇଥିବା ଜଣାପଡ଼ିଛି । ଇଡି ସୂତ୍ର ଅନୁଯାୟୀ, ଗିରଫ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ରତିନିଧି ପଙ୍କଜ
Read More...

ଆଜି ଛାଡଖାଇ, ପାଳନ ହେଉଛି ଜୋରସୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ଛାଡଖାଇ । ଚାରିଆଡେ ଜୋରସୋରରେ ଚାଲିଛି ଛାଡଖାଇ ପାଳନ । ସୂଚନା ଯୋଗ୍ୟ ଯେ, କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଛାଡଖାଇ ପାଳନ କରାଯାଇଥାଏ । କାର୍ତ୍ତିକ ମାସ ସାରା ବ୍ରତ ପାଳନ କରୁଥିବା ଲୋକେ ନିରାମିଶ ଭାବରେ ରହିଥିବା ବେଳେ ଛାଡଖାଇ ପାଳନ ଅବସରରେ
Read More...

ଛତ୍ରଙ୍ଗ ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିରିଷ୍ଠ ବିଜେଡି ନେତା ଅଜୟ ଦାସ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର
Read More...

ଆମ୍ବପାଲି ହାଇସ୍କୁଲକୁ ପରିଦର୍ଶନ କଲେ ଟିଟିଲାଗଡ ଉପଜିଲ୍ଲାପାଳ

ସଇଁତଲା, (କେପଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ବ୍ଲକ ଆମ୍ବପାଲି ହାଇସ୍କୁଲରେ ତୃତୀୟ ପର୍ଯ୍ୟାୟରେ ୫ଟି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ପରିଦର୍ଶନ କରି ତଦାରଖ କରିଛନ୍ତି ଟିଟିଲାଗଡ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ । ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳଙ୍କ ସହ ବିଡିଓ
Read More...

ଅବକାରୀ ବିଭାଗ ପକ୍ଷରୁ ଜଲିଆ ଗ୍ରାମରେ ଚଢାଉ : ୧୮ ଲିଟର ଦେଶୀମଦ ଜବତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଜଲିଆଠାରେ ଚଢାଉ କରାଯାଇଥିଲା । ଉକ୍ତ ଗ୍ରାମର ଜିତୁ ମାଝୀ(୨୩)ଙ୍କ ଠାରୁ ୧୮ ଲିଟର ଦେଶୀ ମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ନେଇ ତୁଷୁରା ଅବକାରୀ ଅଧିକାରୀ ଅଖିଳ ପୁଟେଲଙ୍କ ଠାରୁ
Read More...