Yearly Archives

2022

ସରକାରୀ ମହିଳା ମହାବିଦ୍ୟାଳୟ ଠାରେ “ଚୁନାଭ ପାଠଶାଲା” ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ "ଚୁନାଭ ପାଠଶାଲା" କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୁବତୀ ମାନଙ୍କୁ ଭୋଟର ଭାବରେ ପଞ୍ଜିକରଣ କରିବାକୁ
Read More...

ସାଗରପଡା ଏସ୍‌ସିଏ କ୍ଲବର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଗରପଡା ଏସ୍‌ସିଏ କ୍ଲବର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ସଂଗୀତା କୁମାରୀ ସଂହଦେଓ ଯୋଗ ଦେଇଥିବା ବେଳେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଓ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା
Read More...

କଂସ ବଧ ସହ ଉଦ୍‌ଯାପିତ ହେଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ

ରାଜ ଦରବାରରେ ମନ୍ତ୍ରୀ ଓ ବିଧାୟକ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସଦରରେ ଖେଳପଡିଆ ଠାରେ ଦୀର୍ଘ ୫ ଦିନ ବ୍ୟାପୀ ଚାଲିଥିବା ୩୬ତମ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ରଙ୍ଗମହଲରୁ ମହାରାଜ କଂସ ସୈନ୍ୟ ସାମନ୍ତ ମନ୍ତ୍ରୀ
Read More...

ଭାଜପାର ପଦଯାତ୍ରା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମ୍ମା ପଂଚାୟତରେ ମା' ପାଦୁକାଇ ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରା ଆରମ୍ଭ କରିଛି ଭାଜପା । ଏହି ପଦଯାତ୍ରା ସମୟରେ କେନ୍ଦ୍ର ସରକାର ଗରିବ ଲୋକଙ୍କ ପ୍ରତି ବିଭିନ୍ନ ଅନୁଦାନକୁ ରାଜ୍ୟ ସରକାର ତଥା ବିଜେଡି ଯେଉଁ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ
Read More...

ଭିନ୍ନକ୍ଷମ ଜଗୁ କୁମ୍ଭାର ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ମାଲଗୋଦାମପଡାର ଜଗୁ କୁମ୍ଭାର(୨୭) ଶତକଡ଼ା ୮୦% ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପରିବାର କହିଲେ ମା' ଓ ୫ ଭାଇ ଅଛନ୍ତି । ତିନି ଭାଇ ବିବାହିତ ଥିବା
Read More...

‘ବିଜ୍ଞାନ ମଧୁପ’ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ବିଜ୍ଞାନ ସାହିତ୍ୟ ପରିଷଦର ଅଷ୍ଟମ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ସିଭିଲ କୋର୍ଟ ପଛ ପାଖ ଅଳକା ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର ଶର୍ମା ପୂର୍ବ ବୈଠକର ବିବରଣୀ ପାଠ
Read More...

ପାଇକମାଲରେ ଜିଲ୍ଲା ଅମଲା ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଅମଲା ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପାଇକମାଲ ଓ ଝାରବନ୍ଧ ବ୍ଲକର
Read More...

ବୁଗୁଡ଼ା ବୁଦ୍ଧଖୋଲ ଟ୍ୟୁରୋଜିମ ପାର୍କର ସୌନ୍ଦର୍ଯ୍ୟକରଣର ଆନୁଷ୍ଠାନିକ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୁଗୁଡ଼ା ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ଜାନୁଆରୀ ୨୭, ୨୮ ଓ ୨୯ ତାରିଖରେ ତିନିଦିନ ଧରି ଚାଲିବାକୁ ଥିବା ବୁଦ୍ଧଖୋଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଅନୁଷ୍ଠିତ
Read More...

ଗୋଟିଏ ନାବାଳିକା ଶିଶୁ ସମେତ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ଫେରାର ଥିବା ମୁଖ୍ୟ ଦାଦନ ସର୍ଦ୍ଦାର ଗିରଫ ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତ କରଲାବହାଲି ଠାରେ ପେଟ୍ରୋଲିଂ ବେଳେ ପୋଲିସ ଗୋଟିଏ ଶିଶୁ ସମେତ ପାଞ୍ଚ ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ
Read More...

ଖୁଣ୍ଟପାଲିରୁ ମଗୁରବେଡା ରାସ୍ତାରେ ଟ୍ରାକ୍ଟର ସହ ଲକ୍ଷଧିକ ଟଙ୍କାର ଶାଗୁଆନ କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବନ ଅଧିକାରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ବଲାଙ୍ଗିର ରେଞ୍ଜ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କଲା ସମୟରେ ଖୁଣ୍ଟପାଲିରୁ ମଗୁରବେଡା ରାସ୍ତାରେ ଟ୍ରାକ୍ଟର ସହ ଲକ୍ଷଧିକ ଟଙ୍କାର ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଥିବା
Read More...