Yearly Archives

2022

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ମହକ' ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ଶିଶୁମାନଙ୍କୁ ନେଇ 'ମହକ' କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଜନ୍ମଦିନ ଅବସରରେ ସେବା ଦିବସ କାର୍ଯ୍ୟକ୍ରମ

ଜଳେଶ୍ୱର : ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୮ତମ ଜନ୍ମଦିନ ଅବସରରେ ସେବା ଦିବସ ପାଳନ କରାଯାଇଛି । ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡ଼ିହା ପଞ୍ଚାୟତର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ କଳମା ପଞ୍ଚାୟତର ଶ୍ରୀଶ୍ରୀ ରାଧା ମାଧବ ଜୀଉ ମଠ ପରିସରରେ ବିଭିନ୍ନ
Read More...

ଇଟାଲୀରେ ଭୂକମ୍ପ ଅନୁଭୂତ

ରୋମ୍‌ : ବୁଧବାର ଇଟାଲୀର ଉତ୍ତର-ପୂର୍ବ ଉପକୂଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା । ଏହି ଭୂକମ୍ପ ଯୋଗୁ କିଛି ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ କିଛି ଜଣାପଡ଼ିନାହିଁ । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ
Read More...

ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ଡ. ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଭବନର ଦରବାର ହଲରେ ଆଜି (ନଭେମ୍ବେର ୦୯, ୨୦୨୨) ୧୦.୦୦ ଘ. ରେ ଆୟୋଜିତ ଏକ ସମାରୋହରେ, ନ୍ୟାୟମୂର୍ତ୍ତି ଡ. ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଭାରତର ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ରାଷ୍ଟ୍ରପତିଙ୍କ ନିକଟରେ ପଦ ଓ
Read More...

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ବିଏସ୍‌ଏଫ୍‌ ଯବାନ

ଚଣ୍ଡିଗଡ : ପଞ୍ଜାବର ଫିରୋଜପୁରରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନେ ଭାରତ-ପାକିସ୍ତାନ ସୀମା ନିକଟରେ ଆକାଶରେ ବୁଲୁଥିବା ପାକ ଡ୍ରୋନକୁ ତଳକୁ ଖସାଇଛନ୍ତି । ଡ୍ରୋନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ଘଟଣାସ୍ଥଳରେ ବିଏସ୍‌ଏଫ୍‌ ଏବଂ ପୋଲିସ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ
Read More...

ଅସହାୟଙ୍କ ସେବାରେ ପ୍ରତି ପଞ୍ଚାୟତରେ ମାହେଶ୍ୱରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଙ୍ଗଠନ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରେ ସାମାଜିକ କାର୍ଯ୍ୟ ଜାରି ରଖିଛି । ଏବେ ପ୍ରତି ପଞ୍ଚାୟତରେ ଅଧିକରୁ ଅଧିକ ସେବା ପହଞ୍ଚାଇବା ଲକ୍ଷ୍ୟରେ ମାହେଶ୍ୱରୀ । ସେହିପରି ଆଜି ରୋତ୍‌ ପଞ୍ଚାୟତରେ ବୈଠକ କରି ସର୍ବସମ୍ମତି କ୍ରମେ ବୀରେନ୍ଦ୍ର
Read More...

ବଲାଙ୍ଗିର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ବୈଠକ

ତୃଣମୂଳ ସ୍ତରରୁ ଖାଉଟି ଅଧିକାର ଓ ସୁରକ୍ଷା ସମ୍ପର୍କରେ ଜନ ସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ବଲାଙ୍ଗିର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ
Read More...

ରେଲୱେ ଷ୍ଟେସନ ନିକଟସ୍ଥ ଏକ ଭଡା ଘରୁ ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରେଲୱେ ଷ୍ଟେସନ ନିକଟସ୍ଥ ଏକ ଭଡା ଘରୁ ଗୋଟିଏ ଅଜଗର ସାପ ଉଦ୍ଧାର ହୋଇଥିବା ନେଇ ଜଣାପଡିଛି । ଏହି ଅଜଗର ସାପଟିକୁ ସାପ ଧରାଳୀ ଦେବରାଜ ଉଦ୍ଧାର କରି ନିକଟସ୍ଥ ଏକ ଜଙ୍ଗଲରେ ଛାଡି ଦେଇଥିବା ବେଳେ ଏହାର ଲମ୍ଭ ୫ ଫୁଟ୍‌ରୁ ଅଧିକ ହେବ ବୋଲି ସେ ପ୍ରକାଶ
Read More...

ସାଉଁନ୍ତପୁର ଗ୍ରାମରୁ ନାଗସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଉଁନ୍ତପୁର ଗ୍ରାମରେ ଏକ ନାଗସାପ ଉଦ୍ଧାର କରାଯାଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ସାଉଁନ୍ତପୁର ଗ୍ରାମର ବଟ ନାଏକଙ୍କ ଘର ଭିତରୁ ଏକ ନାଗସାପ ବାହାରିଥିବା ନେଇ ସାପ ଧରାଳୀ ଦେବରାଜ ଖବର ପାଇଥିଲେ । ଦେବରାଜ ସଙ୍ଗେ ସଙ୍ଗେ
Read More...

୩୪ ବର୍ଷରେ ବାଲିଗୁଡା ମାର୍ଗଶିର ମାଣବସା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର ବାଲିଗୁଡା ଠାରେ ପାଳନ ହୋଇ ଆସୁଥିବା ମାର୍ଗଶିର ମାଣବସା ୩୪ ବର୍ଷରେ ପଦାର୍ପଣ କରିଛି । ୧୯୮୮ରେ ପ୍ରଥମେ ଗ୍ରାମରେ ଆରମ୍ଭ ହୋଇଥିବା ଉକ୍ତ ପୂଜାରେ ଏ ବର୍ଷ କର୍ତ୍ତା ଭାବେ ଜଗ ପୁଟା ଓ
Read More...