Yearly Archives

2022

ମା’ ଛେଉଣ୍ଡ ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

ତୁରନ୍ତ ଶିଶୁ ଖାଦ୍ୟ ପ୍ରଦାନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ୧୫ ଦିନ ତଳେ ନିଜ ମା'କୁ ହରାଇଥିବା ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ । ଉଲୁଣ୍ଡା ବ୍ଲକ…
Read More...

ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ, ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନକୁ ନିଷେଧ କରିବା ଉଦେଶ୍ୟରେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ…
Read More...

ମଡେଲ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

କୋଲକାତା : କୋଲକାତାର କସବା ଅଞ୍ଚଳରେ ମଡେଲ୍‌ ସରସ୍ୱତୀ ଦାସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ମାମଲା ବୋଲି ପୁଲିସ ସନ୍ଦେହ କରୁଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ରିର୍ପୋଟରେ ଦର୍ଶାଯାଇଛି, ବାପା-ମାଆଙ୍କ ଛାଡପତ୍ର ପରେ ୧୭ ବର୍ଷ ହେଲା ସରସ୍ୱତୀ…
Read More...

ବିସ୍ଫୋରଣରେ ଜଣେ ମୃତ, ୪ ଆହତ

ମଣିପୁର : ମଣିପୁରର ଥୈବାଲ ଜିଲ୍ଲାର ଖୋଙ୍ଗଜୋମ ସ୍ଥିତ ଏକ କମ୍ୟୁନିଟି ହଲ୍‌ରେ ବିସ୍ଫୋରଣ ଯୋଗୁଁ ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ହେବାପରେ ଆହତ ୫ ଶ୍ରମିକଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପଙ୍କଜ…
Read More...

ପଞ୍ଚାୟତ କାର୍ଯ୍ୟାଳୟରେ ନାମ ଓ ମୋବାଇଲ ନମ୍ବର ଲେଖିବାକୁ ଦାବୀ

ଲାଠୋର, (କେପିଏ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଇଓ ଓ ଅନ୍ୟ କର୍ମଚାରୀମାନଙ୍କ ନାମ ଓ ମୋବାଇଲ ନମ୍ବର ଲେଖିବାକୁ ଦାବୀ ହେଉଛି । ଲୋକମାନେ ବିଭିନ୍ନ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ଏମାନଙ୍କୁ ନଭେଟି ନିରାଶ ହେଉଛନ୍ତି । ତେଣୁ କାର୍ଯ୍ୟାଳୟରେ ନାମ ଓ…
Read More...

ସେଣ୍ଟ୍ରିଂ କରୁଥିବା ବେଳେ ତଳେ ପଡି ରାଜମିସ୍ତ୍ରୀ ମୃତ

ବରପାଲି, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ବରପାଲି ବ୍ଲକ ଧାଙ୍ଗେରପାଲି ଗ୍ରାମରେ ଘର ନିର୍ମାଣ ପାଇଁ ସେଣ୍ଟ୍ରିଂ କରୁଥିବା ସମୟରେ ଜଣେ ରାଜମିସ୍ତ୍ରୀ ତଳେ ପଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ବର୍ଷିରଙ୍କା ଗ୍ରାମର ହଲିମ ସେକ୍‌(୨୫) ।…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ…
Read More...

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା, ୭ମୃତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଗତକାଲି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଆହତ ହୋଇଛନ୍ତି । ଏକ ମିନିଟ୍ରକ୍‌ରେ ଶ୍ରମିକମାନେ ଯାତ୍ରା କରୁଥିବା ବେଳେ ସେମାନଙ୍କ ଗାଡି ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଶ୍ରମିକମାନେ…
Read More...

ଭଙ୍ଗା ବିଦ୍ୟୁତ ଖୁଣ୍ଟରେ ଟ୍ରାସଫର୍ମର ଲାଗିଥିବା ଅଭିଯୋଗ : କିଛି ଅଘଟଣ ନ ଘଟିବା ପୂର୍ବରୁ ନୂତନ ବିଦ୍ୟୁତ ଖୁଣ୍ଟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ଭଇଁଷା ଜୌାତିବିକାଶ କଲେଜ ସାମ୍ନାରେ ଓ ବସ୍ତି ଭିତରକୁ ଯାଉଥିବା ରାସ୍ତା ସମ୍ମୁଖରେ ଥିବା ଦୁଇଟି ଯାକ ବିଦ୍ୟୁତ ଖୁଣ୍ଟ ଉପରେ ଭାଙ୍ଗିଯାଇ ଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ…
Read More...

ରଙ୍ଗାରଙ୍ଗ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ଛତ୍ରପୁର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦଶଭୂଜା ତ୍ରି-ନେତ୍ର ଧାରୀ ଜଗଦମ୍ବା ମାଆଙ୍କ ସୋମବାର ପବିତ୍ର ସାବିତ୍ରୀ ଅମାବାସ୍ୟା ତିଥିରେ ଦେବୀଙ୍କ ସ୍ୱତନ୍ତ୍ର ନୀତି ଲାଗି ହୋଇଛି । ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟାଣାମ୍ମା ଦେବୀ ଘଟଯାତ୍ରାରେ ନଗର ବୁଲିବାକୁ ବାହାରିନଥିଲେ ।…
Read More...