ବିସ୍ଫୋରଣରେ ଜଣେ ମୃତ, ୪ ଆହତ

ମଣିପୁର : ମଣିପୁରର ଥୈବାଲ ଜିଲ୍ଲାର ଖୋଙ୍ଗଜୋମ ସ୍ଥିତ ଏକ କମ୍ୟୁନିଟି ହଲ୍‌ରେ ବିସ୍ଫୋରଣ ଯୋଗୁଁ ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ହେବାପରେ ଆହତ ୫ ଶ୍ରମିକଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପଙ୍କଜ ମହାତୋ(୨୧) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଫରେନ୍‌ସିକ ଟିମ୍‌ ବିସ୍ଫୋରଣ ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.

2 × 2 =