ପଞ୍ଚାୟତ କାର୍ଯ୍ୟାଳୟରେ ନାମ ଓ ମୋବାଇଲ ନମ୍ବର ଲେଖିବାକୁ ଦାବୀ

ଲାଠୋର, (କେପିଏ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଇଓ ଓ ଅନ୍ୟ କର୍ମଚାରୀମାନଙ୍କ ନାମ ଓ ମୋବାଇଲ ନମ୍ବର ଲେଖିବାକୁ ଦାବୀ ହେଉଛି । ଲୋକମାନେ ବିଭିନ୍ନ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ଏମାନଙ୍କୁ ନଭେଟି ନିରାଶ ହେଉଛନ୍ତି । ତେଣୁ କାର୍ଯ୍ୟାଳୟରେ ନାମ ଓ ମୋବାଇଲ ନମ୍ବର ଲେଖଲେ ଯୋଗାଯୋଗ କରିପାରିବେ ଓ ନିଜ କାର୍ଯ୍ୟ ବିଷୟରେ ଜାଣି ପାରିବେ ବୋଲି ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.

1 × 2 =