Yearly Archives

2022

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣା : ୨ ଅଭିଯୁକ୍ତ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ ଗେଟ୍‌ର ତାଲା କାଟି ବ୍ୟାଙ୍କର ୧ ଲକ୍ଷ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୨ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ…
Read More...

ସୁଖମୟ ଜୀବନ ପାଇଁ ମହିଳାମାନେ ଏହି ଦିଗ ଉପରେ ନଜର ଦିଅନ୍ତୁ

ସୁଶ୍ରୀ ସ୍ନେହଲତା ମନରେ ସବୁବେଳେ ପରିବାର ଚିନ୍ତା । ନିକଟତମ ଏବଂ ପ୍ରିୟଜନଙ୍କ ପ୍ରତ୍ୟେକ ସୁଖ ଏବଂ ଆବଶ୍ୟକତାର ଯତ୍ନ ! କିନ୍ତୁ ଏଭଳି ଉତ୍ସାହ ସହିତ ନିଜ ପାଇଁ କେବେ ଭାବୁଛନ୍ତି କି ? ଆମକୁ ମନେ ରଖିବାକୁ ହେବ ଯେ, ଜୀବନ ଯାତ୍ରାରେ ନିଜର ମଧ୍ୟ ଯତ୍ନର ଆବଶ୍ୟକ ରହିଛି । ଜୀବନ…
Read More...

ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଉଦ୍ଧାର ଘଟଣାରେ ଗାର୍ଡ ଓ ଫରେଷ୍ଟର ନିଲମ୍ଵିତ

ଆଠଗଡ଼ : ଆଠଗଡ଼ ବଡ଼ମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ଘଟଣାର ଖବର ପ୍ରସାରଣ ପରେ ନିଲମ୍ୱିତ ହେଲେ ଗାର୍ଡ ଓ ଫରେଷ୍ଟର । ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ନିଲମ୍ୱିତ…
Read More...

ନଳକୂପ ବିହୀନ ମଘାମରା ଗାଁର ରୁଗୁଡିପଡା

ପାଟଣାଗଡ, (ଗୋରେଖନାଥ ବରିହା) : ଦୀର୍ଘ ୩୦ ବର୍ଷରୁ ଅଧିକ ଦିନଧରି ପ୍ରାୟ ୧୦ ପରିବାର ବସବାସ କରିଆସୁଥିଲେ ମଧ୍ୟ ପାନୀୟ ଜଳର ସୁବିଧା ଅଛି ନାଁ ବିଦ୍ୟୁତ, ନାଁ ପଡ଼ାକୁ ଭଲ ରାସ୍ତା ଟିଏ ଅଛି । ଯାହାଫଳରେ କି ପଡ଼ାବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନର ଡିଜିଟାଲ…
Read More...

କାଳବୈଶାଖୀରେ ଭାଙ୍ଗିଲା ଗଛ, ଉଡିଲା ଆଜବେଷ୍ଟସ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଖାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ବହୁ ବଡ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା । ଏପରିକି ପବନରେ ବହୁ ଘରର ଚାଲ ଛପର ସହ ଆଜବେଷ୍ଟସ ଉଡିଯାଇଛି । ବଙ୍ଗୋମୁଣ୍ଡାରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ…
Read More...

ଲୁଟ୍ ଯୋଜନା କରି ମହିଳାଙ୍କ ସହ ପ୍ରେମିକ ଗିରଫ

କଟକ : ଲୁଟ ଯୋଜନା କରି ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ । ମହିଳାଙ୍କ ସହ ତାଙ୍କ ପ୍ରେମିକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକଙ୍କୁ ଅଟକ ରଖିଛି ଲାଲବାଗ ପୋଲିସ । ଗରିଫ ଅଭିଯୁକ୍ତ ହେଲେ ପିଙ୍କି ଓରଫ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ପୁଚୁ ଓରଫ…
Read More...

ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନୂଆବଜାର ରେଳ ଲେବୁଲ କ୍ରସିଂଠାରେ ଶନିବାର ଅପରାହ୍ନ ୩ଟା ସମୟରେ ଗେଟ୍ ପଡିଥିବା ସମୟରେ ଜଣେ ମହିଳା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗ୍ରାମୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା ।…
Read More...

ଡକାୟତି ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ କଲା ନୟାଗଡ ପୋଲିସ

ନୟାଗଡ : ଡକାୟତି ଘଟଣାରେ ନୟାଗଡ ଟାଉନ୍‌ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ନୂଆଗାଁ ଥାନା ଖୁଣ୍ଟୁବନ୍ଧ ଗାଁର ଦିଲ୍ଲିପ କୁମାର ନାୟକ ଏବଂ ଚନ୍ଦନ ନାୟକ । ସେମାନଙ୍କ ଠାରୁ ଦେଢ କେଜି ରୁପା, ବହୁ ପରିମାଣର ସୁନା ଅଳଙ୍କାର,…
Read More...

ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲେ ୨ ପୁଅ

ସୁନ୍ଦରଗଡ : ବାପାକୁ କାଠ ଫାଳିଆରେ ପିଟି ପିଟି ପୁଅ ହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନାର ରାଣିବେର୍ଣ୍ଣା ଅଞ୍ଚଳରେ । ଘରୋଇ କଳହକୁ କେନ୍ଦ୍ର କରି ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି ୨ ପୁଅ । ମୃତକ ଜଣକ ମଙ୍ଗରା ଭୂମିଜ…
Read More...