Monthly Archives

September 2022

ବିଶିପାଲି ଗ୍ରାମର ନୂଆପଡ଼ାଠାରେ ବିଶ୍ଵକର୍ମା ପୂଜା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ବିଶିପାଲି ଗ୍ରାମରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ପ୍ରକାଶ ପୂଜା ଅର୍ଚ୍ଚନା କରିଥିବା ବେଳେ ଘନଶ୍ୟାମ ସାହୁ ଓ ତାଙ୍କ ପତ୍ନୀ ଅଏଁଲା ସାହୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ ।
Read More...

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ହିନ୍ଦୀ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ହିନ୍ଦୀ ଦିବସ ମହାସମାରୋହରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ପାର୍ବଣରେ ଅବସରପ୍ରାପ୍ତ ସୈନିକ ପ୍ରତାପ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଓ ହିନ୍ଦୀ
Read More...

କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ ଟଙ୍କା ଜବତ ମାମଲା : ହଟିଲେ ହୃଷିକେଶ, ଯୋଗଦେଲେ ଲକ୍ଷ୍ମୀନାରାୟଣ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ସବ୍‌ଡିଭିଜନରେ ମଙ୍ଗଳବାର ଦିନ ଲକ୍ଷ୍ମୀନାରାୟଣ ମାରାଣ୍ଡି ନୂତନ ଡିଏସ୍‌ପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି । ପ୍ରକାଶ ଥାଉ କି, ଶ୍ରୀ ମାରାଣ୍ଡି ଏହା ପୂର୍ବରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ
Read More...

ଓଡିଶା ମୋ ପରିବାରର ସହାୟତାରେ ଘରକୁ ଫେରିଲା ଦୁଇ ବର୍ଷର ଶିଶୁର ମୃତ ଶରୀର

ବଲାଙ୍ଗିର, (କେପିଏ୍‌ଏସ୍‌) : ଅର୍ଥ ଅଭାବରୁ ନିଜ ଘରକୁ ଫେରି ପାରୁନଥିଲା ଦୁଇ ବର୍ଷର ଶିଶୁର ମୃତ ଶରୀର । ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାସିନ୍ଦା ଗୋପାଳ ଭୁଏଙ୍କର ଦୁଇ ବର୍ଷର
Read More...

କୁନି ବୈଜ୍ଞାନିକ ସମ୍ବର୍ଦ୍ଧିତ : ଛାତ୍ରଛାତ୍ରୀ ମନରେ ଉତ୍ସାହର ଲହରି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ସ୍ୱରୁପା ପଲିଆଙ୍କ ପ୍ରୋଜେକ୍ଟ ମଲ୍ଟି ଏଜ ହାଇଟେକ ବେସିନ ଜାତୀୟ ସ୍ତରକୁ ମନୋନୀତ ହୋଇ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେଲା ପରେ ଛାତ୍ରୀ ସ୍ୱରୂପାଙ୍କୁ ସମ୍ବର୍ଦ୍ଧିତ
Read More...

ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ

କ୍ରମାଗତ ଅବହେଳା ରାଜ୍ୟକୁ ଦୁଇ ଭାଗ କରିପାରେ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର କ୍ରମାଗତ ଭାବରେ ବଲାଙ୍ଗିର ଅଧିକାର ପ୍ରତି ବୈମାତୃକ ମନୋଭାବ ଦେଖାଉଛି । ମୁଁ ବ୍ୟକ୍ତଗତ ଭାବରେ ରାଜ୍ୟକୁ ଦୁଇ ଭାଗ କରିବାର ସପକ୍ଷରେ ନାହିଁ, କିନ୍ତୁ ଶିକ୍ଷା, ସ୍ୱାସ୍ଥ୍ୟ,
Read More...

ବରଗଡ଼ ହଳଦୀପାଲିରେ ବେଦାନ୍ତ ଗାଡି ଧକ୍କାରେ ଜଣେ ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ହଳଦୀପାଲି ଛକରେ ବେଦାନ୍ତ ଗାଡି ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଗୁଡ଼ିସିରା ଗ୍ରାମର ଅଲେଖ ହରିପାଳ(୬୦) । ସୂଚନା ଅନୁସାରେ, ସେ ସାଇକେଲରେ ଘାସ ବୋଝେଇ କରି ରାସ୍ତା ପାରି ହେଉଥିବା ସମୟରେ ବେଦାନ୍ତ
Read More...

କର୍ଲାମୁଣ୍ଡା ପ୍ରେସକ୍ଲବର ରୌପ୍ୟ ଜୟନ୍ତୀ ସମାରୋହ

ସତ୍ୟନିଷ୍ଠ ଖବର ପରିବେଷଣ ସାମ୍ବାଦିକତାର ଧର୍ମ କଳାହାଣ୍ଡି, (ନରୋତ୍ତମ ସେଲମା) : ସାମ୍ବାଦିକର ଧର୍ମ ସତ୍ୟନିଷ୍ଠ ଖବର ପରିବେଷଣ କରିବା । ବିନା ତଥ୍ୟରେ କାହାକୁ ବ୍ୟକ୍ତିଗତ ଟାର୍ଗେଟ କରିବା ଉଚିତ ନୁହେଁ, କିନ୍ତୁ ତାହା ପ୍ରମାଣ ଥିଲେ ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ମଧ୍ୟ ତା ନାମରେ
Read More...

ସଟ୍ଟାରେ ମସଗୁଲ ପଦ୍ମପୁର ସହର : ନୀରବଦ୍ରଷ୍ଟା ସାଜିଛି ପୋଲିସ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଟ୍ଟାରେ ମସଗୁଲ ପଦ୍ମପୁର ସହର । ନୀରବଦ୍ରଷ୍ଟା ସାଜିଛି ପୋଲିସ ପ୍ରଶାସନ । ଏବେ ସହର ଠୁ ନେଇ କି ଗାଁ ପର୍ଯ୍ୟନ୍ତ ୧ରୁ ୮୦ ଖେଲ ଚାଲିଛି । ଦେଖିବାକୁ ଗଲେ ପଦ୍ମପୁର ସହରରେ ବ୍ୟାପକ ମାତ୍ରାରେ ସଟ୍ଟା କାରବାର ଚାଲିଛି । ହାଇସ୍କୁଲ ଛୁଆ ଠୁ ନେଇ କି ବୁଢା
Read More...

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ, ରାଉରକେଲା ଶାଖା ପକ୍ଷରୁ ଏକ ସମ୍ମିଳନୀ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଶାଖାର ସଭାପତି ପି କେ ସୋମଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଦିଲିପ କୁମାର ଭୁଇଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...