Daily Archives

ବରଗଡ଼ ସଦର ଥାନା ଆଇଆଇସିଙ୍କୁ ଭେଟି ଦାବୀପତ୍ର ଦେଲେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଘନଶ୍ୟାମ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଘନଶ୍ୟାମ ସାହୁ ଆଜି ବରଗଡ଼ ସଦରଥାନା ଆଇଆଇସି ସପ୍ନାରାଣୀ ଗୋଚ୍ଛାୟତଙ୍କୁ ଭେଟି ଅଞ୍ଚଳରେ ହେଉଥିବା ଚୋରି, ଡ଼କାୟତିକୁ ରୋକିବା ପାଇଁ ବ୍ୟାପକ ମାତ୍ରାରେ ପେଟ୍ରୋଲିଂ ତଥା ଆଜିର ଯୁବପିଢି ନିଶାଗ୍ରସ୍ତ
Read More...

ପଦ୍ମପୁରଠାରେ ଓଲଟିଲା ଟ୍ରକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରଠାରେ ଡ୍ରାଇଭରର ଆଖି ଲାଗି ଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଳିର କାଳୀ ମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘର ଉପରେ ଚଢ଼ିଗଲା ଗାଡି । ସୌଭାଗ୍ୟ ବସତଃ କାହାର କିଛି କ୍ଷୟକ୍ଷତି ହୋଇନାହିଁ ଘରରେ
Read More...

ପଦ୍ମପୁର ରାଜ ଉଆସରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ କେତେଟା ପରେ ଧରା ପୃଷ୍ଠରେ ଅବତରଣ ହେବେ ଜଗତ ଜନନୀ ମା' ଦୁର୍ଗା । ଏ ନେଇ ଚଳ ଚଞ୍ଚଳ ଗାଁଠାରୁ ସହର । କୋଭିଡ କଟକଣା ଯୋଗୁଁ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ ଥିଲେ ବି ନିୟମାନୁଯାୟୀ ପୂଜା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ପଦ୍ମପୁରରେ ସଜେଇ
Read More...

ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଘରୋଇ ସ୍କୁଲ ଜେନିଥ ଲାୟନ୍ସ ଗୁରୁକୂଳର ଏକ ବସ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ବିପଦ ମୁଖରେ ପଡିଛି ବୋଲି
Read More...

କୃଷକ ମହାସଂଘ ପକ୍ଷରୁ ରେଳରୋକ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବର୍ଷର କୃଷିି ବୀମା ରାଶି ପ୍ରଦାନ ଦାବୀରେ ମାସେ ହେଲା ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଜାଗାରେ କୃଷକ ଆନ୍ଦୋଳନ ଜାରି ରହିଛି । ବାରମ୍ବାର ରାସ୍ତା ରୋକ ବିକ୍ଷେଭ ପ୍ରଦର୍ଶନ ପରେ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ
Read More...

ଟିଟିଲାଗଡରେ ସତସଙ୍ଗ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡସ୍ଥିତ ସତ୍‌ସଙ୍ଗ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ହାଇସ୍କୁଲପଡାର ଶ୍ରୀକାନ୍ତ ପରିଡାଙ୍କ ଘରେ ସତସଙ୍ଗ କରାଯାଇଛି । କେନ୍ଦ୍ର ସଭାପତି ପ୍ରଦୀପ ଯୋଶୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପବିତ୍ର ମେର୍କପ, ନିରଞ୍ଜନ ରାଉତ ଓ ଶିବ ଚରଣ ସ୍ୱାଇଁ
Read More...

ଖପ୍ରାଖୋଲ ୟୁଜିବିରୁ ଚୋରି ଉଦ୍ୟମ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ ଅଫିସ ପରିସରରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି) ଶାଖାରୁ ଚୋରି ଉଦ୍ୟମ ହୋଇଛି । ଚୋରମାନେ ଗେଟ୍‌ ତାଲାକୁ ଗ୍ୟାସ କଟରରେ କାଟି ଶନିବାର ରାତିରେ ଚୋରି ଉଦ୍ୟମ କରିଥିଲେ । ରବିବାର ଛୁଟି ଥିଲେ ମଧ୍ୟ ଗ୍ରିଲ ଅଳ୍ପ ଖୋଲା ଥିବା ସ୍ଥାନୀୟ
Read More...

ଟିଟିଲାଗଡ ଡାକ୍ତରଖାନାରେ ଫାର୍ମାସିଷ୍ଟ ଦିବସ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଡାକ୍ତରଖାନାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଛି । ଡା. ପ୍ରଦୀପ ନାଏକ ମୁଖ୍ୟ ଅତିଥି, ଡା. କୃଷ୍ଣଚନ୍ଦ୍ର ପାଲ, ଡା. ଗୋପବନ୍ଧୁ ସାହୁ ଓ ଡା. ଓଁକାର ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫାର୍ମାସିଷ୍ଟ କଲ୍ୟାଣ ବୋଷ, ମଞ୍ଜୁ ସିଂ,
Read More...

ଦୁଇ ପଞ୍ଚାୟତ ବୁଲିଲେ ବିଧାୟକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କନ୍ଦେଇ ଓ ମହଖଣ୍ଡ ପଞ୍ଚୟତ ବୁଲି ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର, କାର୍ତ୍ତିକ ପୁଟେଲ, ନରେନ୍ଦ୍ର ମେହେର, ସାଗର
Read More...

କୁଜଙ୍ଗ ବ୍ଲକ୍‌ରେ ଅହିଂସା ରଥକୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୁଜଙ୍ଗ ବ୍ଲକ୍‌ରେ ଅହିଂସା ରଥକୁ ସ୍ୱାଗତ କରି ଅଞ୍ଚଳବାସୀ ବିପୁଳ ଉତ୍ସାହ ପ୍ରଦର୍ଶନ କରିଛନ୍ତି । ବିଧାୟକ ରଘୁନନ୍ଦନ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...