om academy

ଟିଟିଲାଗଡରେ ସତସଙ୍ଗ

jsm

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡସ୍ଥିତ ସତ୍‌ସଙ୍ଗ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ହାଇସ୍କୁଲପଡାର ଶ୍ରୀକାନ୍ତ ପରିଡାଙ୍କ ଘରେ ସତସଙ୍ଗ କରାଯାଇଛି । କେନ୍ଦ୍ର ସଭାପତି ପ୍ରଦୀପ ଯୋଶୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପବିତ୍ର ମେର୍କପ, ନିରଞ୍ଜନ ରାଉତ ଓ ଶିବ ଚରଣ ସ୍ୱାଇଁ ପ୍ରବଚନ ଦେଇଥିଲେ ।

Leave A Reply

Your email address will not be published.