Daily Archives

ଭଞ୍ଜନଗର ସହରରେ ଅହିଂସା ରଥ ପରିକ୍ରମା ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବାଘନାଚ ପରିବେଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭଞ୍ଜନଗର ସହରରେ ଅହିଂସା ରଥ ପରିକ୍ରମା ଅବସରରେ ସ୍ଥାନୀୟ କଳାକାରମାନେ ପରିବେଷଣ କରିଥିଲେ ବାଘନାଚ । ପାରମ୍ପରିକ ବେଶଭୂଷାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଗତକାଲି ଗଞ୍ଜାମର ସୋରଡା, ବେଲଗୁଣ୍ଠା, ଭଞ୍ଜନଗର, କୁକୁଡାଖଣ୍ଡି ବ୍ଲକରେ ଅହିଂସା ରଥ
Read More...

ଅହିଂସା ରଥ ପରିକ୍ରମା ବେଳେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ପରିକ୍ରମା ବେଳେ ଜଗତସିଂହପୁର ରାହାମା ବଜାରରେ ମହାନ୍ ଜନନାୟକ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି ଅବସରରେ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ରେ ହେବା ନେଇ କେନ୍ଦ୍ରୀୟ କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ 'ହୋ' ଯୁବ ସମ୍ମିଳନୀ (ଦିସୁମ୍ ହୋ ଯୁଏନ୍ ଯୁମୁର-ଏନଏଚୱାଇଏନ) ଆସନ୍ତା ନଭେମ୍ବର ମାସ ୫ ଓ ୬ ତାରିଖରେ ରାଉରକେଲା ହୋ ଯୁବ ଗୋଷ୍ଠୀ ପକ୍ଷରୁ ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଛି । ରାଉରକେଲାର ସେକ୍ଟର-୨ ଠାରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ
Read More...

ଜଗତସିଂହପୁର ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଗତସିଂହପୁର ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ । ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଗୁଡ଼ିକୁ ସାଂସ୍କୃତିକ ପରିବେଶରେ ସ୍ୱାଗତ କରାଯାଇଛି । ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ
Read More...

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

ଉପକୂଳରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପାଇଁ ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବ- ଧର୍ମେନ୍ଦ୍ର ପ୍ରଧାନ• ଟିବି ମୁକ୍ତ ଭାରତ ପାଇଁ ଦେଶବାସୀଙ୍କ ଜନ-ଭାଗିଦାରୀ ପ୍ରଶଂସନୀୟ• ଦେଶବାସୀଙ୍କ ଭାବନାକୁ ଯୋଡ଼ିବାରେ ମନ୍ କି ବାତ୍
Read More...

ଆୟୁଷ୍ମାନ ଭାରତ-ପିଏମଜେଏୱାଇକୁ ୪ ବର୍ଷ ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପୂରିଲା ଏକ ବର୍ଷ

ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ • ସର୍ବବୃହତ ଜନ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିଏମ-ଜେଏୱାଇ ହିତାଧିକାରୀମାନେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର : ଡକ୍ଟର ମନସୁଖ ମାଣ୍ଡଭ୍ୟ• ‘‘ପିଏମ-ଜେଏୱାଇ ସ୍ବାସ୍ଥ୍ୟ ସେବା ଉପଲବ୍ଧତା
Read More...

ମା’ ଗୁଜେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଆଗଲପୁର ଚମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ କାଳକୁଟ ଗାଁରେ ଚାଲିଥିବା ମା' ଗୁଜେନ ମାଉଳି ଫୁଟବଲ କ୍ଲବ ପକ୍ଷରୁ ଦ୍ଵିତୀୟ ବର୍ଷ ମା' ଗୁଜେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି
Read More...

ସହୀଦ ସୁମନ୍ତ ପଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ସୈନିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ତେନ୍ତୁଳି ଗ୍ରାମରେ ଭାରତୀୟ ସେନାର ସହୀଦ ହେମନ୍ତ ପଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଭେଟେରେନ୍‌ ସୋଲଜର୍ସ ଏସୋସିଏସନ୍‌ର ଉପସଭାପତି ତଥା
Read More...

ପୂଜ୍ୟପୂଜା ସେବା ସଂଗଠନ ତରଫରୁ ମହାଳୟା ଅବସରରେ ସାମୁହିକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂଜ୍ୟପୂଜା ସେବା ସଂଗଠନ ବଲାଙ୍ଗିର ତରଫରୁ ସ୍ଥାନୀୟ ଟେଲିକୋଟପଡା ଠାରେ ମହାଳୟା ଅବସରରେ ସାମୁହିକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନୀଳମଣି ମିଶ୍ର
Read More...

ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ଘରେ ଘରେ ଅହିଂସାର ବାର୍ତ୍ତା ପହଞ୍ଚାଇଛି ଅହିଂସା ରଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ତୃତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ/ଅଞ୍ଚଳରେ ଅହିଂସା ରଥ ପରିଭ୍ରମଣ କରିଛି । ଘରେ ଘରେ ଅହିଂସାର ବାର୍ତ୍ତା ପହଞ୍ଚାଇଛି ଅହିଂସା ରଥ । ପରାଧୀନ ଭାରତ ବର୍ଷକୁ ସ୍ୱାଧୀନ କରିବା ପାଇଁ ଆମର ପୂର୍ବ ସୂରୀମାନେ ଯେଉଁ ଅସୀମ ତ୍ୟାଗ ଓ
Read More...