om academy

କୁଜଙ୍ଗ ବ୍ଲକ୍‌ରେ ଅହିଂସା ରଥକୁ ସ୍ୱାଗତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୁଜଙ୍ଗ ବ୍ଲକ୍‌ରେ ଅହିଂସା ରଥକୁ ସ୍ୱାଗତ କରି ଅଞ୍ଚଳବାସୀ ବିପୁଳ ଉତ୍ସାହ ପ୍ରଦର୍ଶନ କରିଛନ୍ତି । ବିଧାୟକ ରଘୁନନ୍ଦନ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.