om academy

ଦୁଇ ପଞ୍ଚାୟତ ବୁଲିଲେ ବିଧାୟକ

jsm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କନ୍ଦେଇ ଓ ମହଖଣ୍ଡ ପଞ୍ଚୟତ ବୁଲି ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର, କାର୍ତ୍ତିକ ପୁଟେଲ, ନରେନ୍ଦ୍ର ମେହେର, ସାଗର ବାଗ, ସମିତି ସଭ୍ୟ ପ୍ରମୋଦ ମହାପାତ୍ର, କେଭିହ ପୁଟେଲ, ସରପଞ୍ଚ ଗୋଜା କୁମ୍ଭାର, ଲଳିତ ଭଇଁଷାଲ, ସୁନୀଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.