om academy

ଟିଟିଲାଗଡ ଡାକ୍ତରଖାନାରେ ଫାର୍ମାସିଷ୍ଟ ଦିବସ

jsm

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଡାକ୍ତରଖାନାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଛି । ଡା. ପ୍ରଦୀପ ନାଏକ ମୁଖ୍ୟ ଅତିଥି, ଡା. କୃଷ୍ଣଚନ୍ଦ୍ର ପାଲ, ଡା. ଗୋପବନ୍ଧୁ ସାହୁ ଓ ଡା. ଓଁକାର ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫାର୍ମାସିଷ୍ଟ କଲ୍ୟାଣ ବୋଷ, ମଞ୍ଜୁ ସିଂ, ମହାଦେବ ରଣା, ସୁପ୍ରଭା ପଣ୍ଡା, ସନ୍ତୋଷ ପ୍ରଧାନ, ଦୀପକ ନନ୍ଦ, ଶେଷଦେବ ବାଇ, ସୁଷମା ଟେଟେ, ବାସନ୍ତୀ ଦେଇ ବି. କୁଲୁ, ରଶ୍ମି ନନ୍ଦ, ତିଳୋତ୍ତମା ସାହୁ, ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.