Daily Archives

ଲଖମରା ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଖମରା ସରସ୍ୱତୀ ଶିଶୁ ମନ୍ଦିରଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାରମ୍ଭଠାରୁ ଅଷ୍ଟମ ଶ୍ରେଣୀର ଭାଇ ଭଉଣୀଙ୍କ ଅଭିଭାବିକା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲଖମରା ମହାବିଦ୍ୟାଳୟର
Read More...

ବ୍ରାହ୍ମଣୀ ଗ୍ରାମରେ ଦାଦନ ଶ୍ରମିକ ସଚେତନତା ଶିବିର

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ୍‌ର ବ୍ରାହ୍ମଣୀ ଗ୍ରାମରେ ଖପ୍ରାଖୋଲ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଗୋଟିଏ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରି
Read More...

ପାଣି ଘେରରେ ୩ ନଂ. ୱାର୍ଡର ତାଲପାଲିପଡାବାସୀ : ଘଟଣାସ୍ଥଳରେ ପହଂଚି ରିଲିଫ ବଣ୍ଟନ କଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୩ର ତାଲପାଲି ପଡାରେ ରହୁଥିବା ଲୋକମାନେ ପାଣି ଘେରରେ ରହିଛନ୍ତି । ତେବେ ଖବର ପାଇ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ
Read More...

ଖୁଜେନପାଲି ଗ୍ରାମରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁ ଦାଣ୍ଡରେ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗାଁର କୁମ୍ଭାର ଗଳିରେ ରହୁଥିବା ସୁରେଶ ଭୁଏ (୪୫) । ମୃତକଙ୍କ ପରିବାର ଲୋକେ ଏହା ଏକ
Read More...

ଆଗକୁ ରାଜ୍ୟପାଳ, ଉପରାଜ୍ୟପାଳ ନିଯୁକ୍ତି : ପୁଣି ଚର୍ଚ୍ଚାରେ ଓଡ଼ିଶା

ନୂଆଦିଲ୍ଲୀ : ଓଡ଼ିଶା ଉପରେ ଏବେ ବିଜେପିର ଆଖି । ନିର୍ଦ୍ଦିଷ୍ଟ ସମୟ ସଂପର୍କରେ ସ୍ପଷ୍ଟ ସୂଚନା ଦେଇ ନଥିଲେ ବି ସରକାର ଗଢ଼ିବୁ ବୋଲି ଗତ ମାସରେ ଓଡ଼ିଶାଗସ୍ତ କାଳରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଦଳର ମୁଖ୍ୟ ରଣନୀତିକାର ଅମିତ ଶାହା ବକ୍ତବ୍ୟ ରଖିଥିଲେ । ଏହା ପରେ ପରେ
Read More...

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡ଼ି

ବରଗଡ଼, (କେପିଏନ୍‌ଏସ୍‌) : କୃଷି ପ୍ରଧାନ ବରଗଡ଼ ଜିଲ୍ଲାର କୃଷକମାନଙ୍କ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ କୃଷକମାନେ ଯେପରି ନିଜ ଗ୍ରାମରେ ଥାଇ ଚାଷ ସମ୍ପର୍କିତ ସମସ୍ତ ସୁବିଧା ପାଇ ପାରିବେ ସେଥିପାଇଁ ନାବାର୍ଡ ମାଧ୍ୟମରେ
Read More...

ଅବିଭାବକ ଓ ଶିକ୍ଷକ ସମନ୍ୱୟ ବୈଠକ ଅନୁଷ୍ଠିତ

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ଏବଂ ଜୟପାଟଣା ବ୍ଲକ ଅଧିନସ୍ଥ ବାଣ୍ଡିଗାଁ ଅମୂଲ୍ୟ କୁମାର ସ୍ମୃତି ଉଚ୍ଚ ବିଦ୍ୟାପୀଠଠାରେ ଉଭୟ ଅବିଭିବକ ଓ ଶିକ୍ଷକଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଣ୍ଡିଗାଁ ଅମୂଲ୍ୟ କୁମାର
Read More...

ବୌଦ୍ଧରେ ଜିଲ୍ଲାସ୍ତରୀୟ ଯୋଗାସନ ସ୍ପୋର୍ଟ୍ସ ଚାମ୍ପିୟାନସିପ୍‌-୨୦୨୨

ବୌଦ୍ଧ, (ବଂଶୀଧର ମାଝୀ) : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଯୁବ କ୍ରୀଡା ବିଭାଗ ଦ୍ୱାରା ଅନୁମୋଦିତ ଏବଂ ଜାତୀୟ ଯୋଗାସନ ସ୍ପୋର୍ଟ୍ସ ଫେଡେରେସନ ଓ ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଓଡିଶା ଦ୍ୱାରା ଅନୁବନ୍ଧିତ ବୌଦ୍ଧ ଜିଲ୍ଲା ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ତରଫରୁ ବନ୍ୟା ଆଶ୍ରୟ ସ୍ଥଳି
Read More...

ଉପାନ୍ତ ଲୁଇସିଂ ବିଦ୍ୟାଳୟ ଗସ୍ତରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ

ଫୁଲବାଣୀ : ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କ ଅନୁରୋଧ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଉପାନ୍ତ ଲୁଇସିଂ ଗ୍ରାମପଞ୍ଚାୟତର ଲୁଇସିଂ ଆଶ୍ରମ ବିଦ୍ୟାଳୟ ଗସ୍ତ କରି ଛାତ୍ର ଛାତ୍ରୀଙ୍କ ସହ ମିଶିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା
Read More...

ରାମୋଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକଙ୍କ ବୈଠକ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିମନ୍ତ୍ରିତ ଅତିଥି
Read More...