Daily Archives

ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳ ଚୟନ

ନବରଙ୍ଗପୁର : କଟକଠାରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ବର୍ଷରୁ କମ କ୍ରିକେଟ ଟୁର୍ମାମେଣ୍ଟ ନିମନ୍ତେ ସ୍ଥାନୀୟ ନବରଙ୍ଗପୁର ସାଇନ୍ସ ବ୍ଲକ ପଡିଆଠାରେ ଦୁଇ ଦିବସୀୟ ଷୋହଳ ବର୍ଷରୁ କମ କ୍ରିକେଟ ଦଳର ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର
Read More...

ରାଜ୍ୟସ୍ତରୀୟ ପେଞ୍ଚାକ ସିଲାଟ ସେମିନାର ଉଦଘାଟିତ

ନବରଙ୍ଗପୁର : ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ସେମିନାର ସ୍ଥାନୀୟ ଗାନ୍ଧିନଗର ସ୍ଥିତ ବୈଭବ କଲ୍ୟାଣ ମଣ୍ଡପ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକଙ୍କୁ କ୍ରୀଡ଼ା ସହ ଜଡିତ ରହିବା ଉଚିତ ବୋଲି ମତ
Read More...

ନକଲି ନୋଟ୍ ଜବତ : ୧ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୭ରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ
Read More...

ଓଡିଶା ପ୍ରତିଭା ସମ୍ମାନରେ ସାମ୍ବାଦିକଙ୍କୁ ସମ୍ମାନିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସହରର ଯୁବ ସାମ୍ବାଦିକ ଧିରେନ ପଟ୍ଟନାୟକ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟା ଓ କଳା ସଂସ୍କୃତିକୁ ନେଇ ଲୋକଲୋଚନକୁ ଆଣି ପାରିଛନ୍ତି ।
Read More...

ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ

କଲମପୁର : ଧନପୁର ସ୍ଥିତ ଅଚ୍ୟୁତାନନ୍ଦ ହାଇସ୍କୁଲଠାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଆଦି ଭାଷା ସଂସ୍କୃତ । ଯାହାକୁ ଭାଷା ଜନନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଦିନକୁ ଦିନ ଏହି ଭାଷା ଲୋପ ପାଇବାକୁ ବସିଲାଣି । ତେଣୁ ଏହି ଭାଷାର ସୁରକ୍ଷା ତଥା ବହୁଳ ପ୍ରଚାର ଓ ବ୍ୟବହାର
Read More...

ଆଜି ଉଦ୍‌ଘାଟନ ହେବ ବନ ଶହୀଦ ସ୍ମାରକ ସ୍ତମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର (ଆର୍‌ପିଆର୍‌ସି) ପରିସର ଏକାମ୍ର କାନନର ଗୋଲାପ ବଗିଚା ମଧ୍ୟରେ ବନବାହିନୀ ଶହୀଦ ସ୍ମାରକ ସ୍ତମ୍ଭ ସ୍ଥାପନ କରାଯାଇଛି । ବନ ଶହୀଦ ଦିବସ ପାଳନ ଅବସରରେ ରବିବାର ପୂର୍ବାହ୍ନ ୧୦ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ
Read More...

ମଧୁସେତୁ ନିକଟରୁୁ ନବଜାତ ଶିଶୁ ଉଦ୍ଧାର

ଚୌଦ୍ୱାର : ମହାନଦୀର ନୂଆପାଟଣା ନିକଟ ମଧୁସେତୁ ତଳେ ନଦୀ ବାଲିରେ ପଡ଼ିଥିବା ଗୋଟିଏ ନବଜାତ ଶିଶୁ ପୁତ୍ରକୁ ଚୌଦ୍ୱାର ପୁଲିସ ଉଦ୍ଧାର କରିଛି । ଶନିବାର ସକାଳେ କିଛି ଲୋକ ସେତୁ ଉପରେ ଚାଲିବାକୁ ଯାଇଥିବା ବେଳେ ସେତୁ ତଳେ ଏକ ଶିଶୁର କାନ୍ଦଣା ଶୁଣିବାକୁ ପାଇ ପୋଲ ତଳକୁ ଉଣ୍ଡିବାରେ ଏକ ତଉଲିଆରେ
Read More...

ମୁମ୍ବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌, ୧୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୧୩ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି । ୧୪ରେ ମୁମ୍ବାଇର ନରିମନ୍ ପଏଣ୍ଟରେ ହେବାକୁ ଥିବା 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍' କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ବିଶିଷ୍ଟ
Read More...

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

କ ନୂଆଗାଁ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ମାରବାଲି ଜାତୀୟ ରାଜପଥ ବୁଲାନ୍ତି ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବାଲିଗୁଡ଼ାରୁ କ ନୂଆଗାଁ ଅଭିମୁଖ ବାଇକଟି ଦୃତ ଗତିରେ ଯାଉଥିବା ବେଳେ
Read More...

ବ୍ୟାଟେରୀଗାଡ଼ି ସୋ-ରୁମରୁ ଗୁଟଖା ଜବତ

• ଜଣେ ଗିରଫ, ଅନ୍ୟଜଣେ ସହଯୋଗୀ ଫେରାର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଞ୍ଚଳର ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ -ଦିଗପହଣ୍ଡି ଯିବା ରାସ୍ତାରେ ଥିବା ବ୍ୟାଟେରୀ ଗାଡ଼ି ସୋ’ ରୁମରୁ ଗୁଟଖା ଜବତ ହୋଇଥିବା ଜଣାଯାଇଛି । ଘଟଣାରେ ଶନିବାର କାଳୁପାତ୍ର
Read More...