Daily Archives

ଭୟଙ୍କର ସଡକ ଦୁର୍ଘଟଣା : ୧ ଗୁରୁତର, ୨ ଆହତ

ଜି. ଉଦୟଗିରି : ରାଇପଡ଼ାଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ବାଲିଗୁଡ଼ାରୁ ବ୍ରହ୍ମପୁରକୁ ଯାଉଥିବା ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କାର୍‌ ନଂ ଓଡି ୦୨ବି ଟି୭୦୭୬
Read More...

ନ୍ୟାୟ ପାଇବା ପାଇଁ ଦିନେଶଙ୍କ ଘର ଆଗରେ ଧାରଣାରେ ଅଡ଼ି ବସିରହିଛନ୍ତି ଦୀପିକା

• ପ୍ରେମ ପ୍ରତାରଣା ଜନିତ ବିଭିନ୍ନ ଘଟଣାର କାହାଣୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନ୍ୟାୟ ପାଇବା ପାଇଁ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ଅଡ଼ି ବସିରହିଛନ୍ତି । ପ୍ରକାଶ ଥାଉକି, ଆଜିକୁ ଏକ ସପ୍ତାହ ଧରି କେ. ଦୀପିକା ନାମ୍ନୀ ଏକ ମହିଳା ବ୍ରହ୍ମପୁର ଦେଶବେହେରା ସାହିର
Read More...

ମୁରିବାହାଲ ଥାନା ନୂଆ ଆଇଆଇସି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନାର ନୂଆ ଆଇଆଇସି ଭାବେ ସୋମବାର କମଳ ଲୋଚନ ବେହେରା ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ସାଇବର ଥାନାରେ କାର୍ଯ୍ୟରତ ଥିଲେ । ମୁରିବାହାଲ ଥାନାରେ ତାଙ୍କ ଯୋଗଦାନ ସମୟରେ କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କ ସହ
Read More...

ଶ୍ରାବଣ ମାସର ଶେଷ ସୋମବାର ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ତଥା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରମୁଖ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରେ ଶ୍ରାବଣର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ଶ୍ରଦ୍ଧାଳୁ ପାପନାଶିନୀ ଝରଣାରେ ସ୍ନାନ କରି ଲମ୍ବା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୮୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୫୪୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୫ ଜଣ
Read More...

+୨ କଳା ପରୀକ୍ଷା ଫଳାଫଳରେ ମହାବୀର କଲେଜର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବରୁ +୨ ବାଣିଜ୍ୟ ଓ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବା ବେଳେ ଗତକାଲି +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । +୨ କଳା ପରୀକ୍ଷାରେ ମହାବୀର କଲେଜର ଛାତ୍ରଛତ୍ରୀମାନେ ଶତପ୍ରତିଶତ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ତେବେ ଏହି କଲେଜର
Read More...

‘ବୈଜ୍ଞାନିକ ମନୋଭାବ’ ପତ୍ରିକା ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ କେନ୍ଦ୍ର ପକ୍ଷରୁ ଜଗଦାର ମାନବ ସେବା ସଦନଠାରେ ତ୍ରୟମାସିକ ପତ୍ରିକା 'ବୈଜ୍ଞାନିକ ମନୋଭାବ' ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ସଂପାଦକ ପ୍ରଫେସର ଡ. ଶଶିକାନ୍ତ ଆଚାର୍ଯ୍ୟଙ୍କ ସଭାପତିତ୍ୱ ତଥା କବି
Read More...

ଅମୃତ କଳସ ଜୁଏଲେରୀରେ ଡକାୟତ ଘଟଣା : ପାଟଣାଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ

ଘଟଣାଟି ପାଟଣାଗଡ଼ ଉପଖଣ୍ଡର ପ୍ରତ୍ୟେକ ବାସିନ୍ଦାଙ୍କ ବିବେକକୁ ଥରାଇ ଦେଉଛି : ବଣିକ ସଂଘ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରରେ ତଥା ଉପଖଣ୍ଡରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଯୋଗୁଁ ଦିନକୁ ଦିନ ଲୁଟ ଡ଼କାୟତି ଘଟୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଗତ
Read More...

ନାବାଳିକାଙ୍କୁ ହତ୍ୟା ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଦବ ସମାଜ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବୀପତ୍ର…

ତୁରେକେଲା, (କୈଳାଶ ସଗ୍ରିଆ) : ନାବାଳିକାଙ୍କୁ ହତ୍ୟା ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଦବ ସମାଜ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହଲନଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖର୍ଲି ଗାଁରେ ଗତମାସ ୨୬
Read More...

ବାଙ୍ଗାଲୁରୁଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେଵଙ୍କ ସତସଙ୍ଘ ସାମାରୋହ ଆୟୋଜିତ

ବାଙ୍ଗାଲୁରୁ, (କେ.ସତ୍ୟନାରାୟଣ ରେଡ୍ଡୀ) : ବାଙ୍ଗାଲୁରୁଠାରେ ଉତ୍କଳୀୟ ଧର୍ମଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତୀତ ଓଡ଼ିଆ ଲୋକଙ୍କୁ ନେଇ ଏକ ସଂଗଠନ ସ୍ଥାପନ ହୋଇଅଛି । ଶ୍ରୀ ଶ୍ରୀ ଅଭିରାମ ଭକ୍ତସେବା ଗୋଷ୍ଠୀ ୟାଜମାନ ଲେ-ଆଉଟ, ବେଗୁର, ଦ୍ୱିତୀୟ ଫ୍ଲୋର, ୬୧, ନବମ
Read More...