Daily Archives

ମୋବାଇଲ ଚୋର ଗିରଫ : ୯ ମୋବାଇଲ ଜବତ

ଚୌଦ୍ୱାର : ମୋବାଇଲ ଲୁଟ କରୁଥିବା ଜଣେ କୁଖ୍ୟାତ ଚୋରକୁ ପୁଲିସ ଗିରଫ କରି କେର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଥାନା ମୁତାରିଫା ପଞ୍ଚାୟତ ପଦ୍ମପୁର ଗ୍ରାମର ସେକ୍ ମୁସ୍ତାକ୍ (୩୫) ବୋଲି ଜଣାପଡିଛି । ତାଙ୍କ ନିକଟରୁ ନାମିଦାମି କମ୍ପାନୀର ୮ଟି ଚୋରି ମୋବାଇଲ
Read More...

ଗୋଟିଏ ରାତ୍ରରେ ସାମ୍ବାଦିକଙ୍କ ସମେତ ୩ ଘରୁ ଚୋରି ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁରରେ ଗୋଟିଏ ରାତ୍ରରେ ତିନୋଟି ଚୋରି ହୋଇଥିବା ଜଣାପଡିଛି । ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଯୁବ ସାମ୍ବାଦିକଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ଏ ସଂପର୍କରେ ସାମ୍ବାଦିକ ନବରଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ
Read More...

ବେଆଇନ ଗଞ୍ଜେଇ କାରବାର ଅଭିଯୋଗ : ୨ ଭାଇଙ୍କ ସମେତ ୩ ଗିରଫ

ଦେବଗଡ଼ : ବାରକୋଟ ଥାନା ପୁଲିସ ପକ୍ଷରୁ ଆଜି ଗୋଳାବନ୍ଧ କଟେଇସାହିରେ ଚଢଉ କରି ୬ କିଲୋ ୩୦ ଗ୍ରାମର ବେଆଇନ ଗଞ୍ଜେଇ ଜବତ କରିବା ସହ ଏ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ ସୂୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୋଳାବନ୍ଧ ଗ୍ରାମ କଟେଇସାହିର
Read More...

ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ : ୧୧ରୁ ଆବେଦନ, ୨୫ ସୁଦ୍ଧା ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମ ସମେତ ସମସ୍ତ ସେଲ୍ଫ ଫାଇନାନ୍ସିଂ(ଡିଗ୍ରୀ) ଓ
Read More...

ଦେଓଗାଁ ଅଞ୍ଚଳରେ ଲଗାଣ ବର୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ରାତି ପ୍ରାୟ ୧୦ଟାରୁ ମଙ୍ଗଳବାର ସକାଳ ୧୧ଟା ପର୍ଯ୍ୟନ୍ତ ଦେଓଗାଁ ଅଞ୍ଚଳରେ ଲଗାଣ ବର୍ଷା ପରିସ୍ଥିତି ଦେଖିବାକୁ ମିଳିଛି । ଏହି ବର୍ଷା ଯୋଗୁଁ ରାସ୍ତା-ଘାଟ, ନଦୀ-ନାଳ ସବୁଆଡେ ପାଣି ଭରି ରହିଛି । କେଉଁଠି ରାସ୍ତାରେ ଆଣ୍ଠୁଏ ପାଣି ଯାଉଥିବା ବେଳେ
Read More...

ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଆୟୋଜିତ ପରେଡ୍‌ରେ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଆୟୋଜିତ ପରେଡ୍‌ରେ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ । କେବଳ ଓଏସ୍‌ଏପି, ଓଡ୍ରାଫ୍‌ ଓ ବିଏସ୍‌ଏଫ ପରେଡ୍‌ରେ ସାମିଲ ହେବେ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରଦର୍ଶନୀ
Read More...

ଭିଜିଲାନ୍ସ ଜାଲରେ ପାଇକମାଲ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ପାଇକମାଲ କୃଷି ବିଭାଗର ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ୧ଲକ୍ଷ ୫୦ହଜାର ଟଙ୍କା ଲାଞ୍ଚ ନେବା ବେଳେ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ପାଇକମାଲ ବସଷ୍ଟାଣ୍ଡରେ ଧରିଲେ ବରଗଡ ଏବଂ ସମ୍ବଲପୁର
Read More...

ଟ୍ରେନ୍‌ରୁ ଡେଇଁ ଲୁଟେରାକୁ ମାଡିବସିଲେ ସାହସୀ ମହିଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଟ୍ରେନ୍‌ରୁ ଡେଇଁ ଲୁଟେରାକୁ ମାଡ଼ିବସିଲେ ସାହସୀ ମହିଳା । ସୂଚନା ଅନୁସାରେ ବୋଲଗଡର ଝିଅ ସୌମ୍ୟା ସିଂ ଗତକାଲି ଢେଙ୍କାନାଳ ପୁରୀ ପାସେଞ୍ଜର ଟ୍ରେନ୍‌ରେ ପୁରୀ ଯାଉଥିବା ବେଳେ ହରିପୁରଠାରେ ଜଣେ ଲୁଟେରା ମହିଳାଙ୍କଠାରୁ ଭ୍ୟାନେଟି ଛଡାଇ ନେଇ ଓହ୍ଲାଇ
Read More...

ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଆୟୋଜିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଆୟୋଜିତ କରାଯାଇଛି । ଏହି ଶୋଭାଯାତ୍ରାରେ ସ୍କାଉଟ ଓ ଗାଇଡ, ଏନସିସି ଓ ଏନଏସଏସର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ
Read More...

ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ସଂଗ୍ରହ ଅଭିଯାନ

ଫୁଲବାଣୀ : ଦେଶ ମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗଉଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଏବିଭିପି ପକ୍ଷରୁ ଜିଲାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ରାକ୍ଷୀ ଓ ଶୁଭେଚ୍ଛା ଚିଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଗତ ଦିନରେ ଏନେଇ ଏକ ବୈଠକ ପରେ ଆଜି ଠାରୁ
Read More...