Daily Archives

ଓଡିଆ ଭାଷା ବିକାଶ ମଞ୍ଚର ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଓଡିଶା ମାଟିର ସଂଭ୍ରାନ୍ତ ପୁତ୍ର ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଂଚର ସଭାପତି ତଥା ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସଂପାଦକ
Read More...

ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ କ୍ରାନ୍ତି ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗଷ୍ଟ କ୍ରାନ୍ତି ଦିବସ ଆଜି ସ୍ତାନୀୟ ଗାନ୍ଧୀ ଭବନଠାରେ ବଲାଙ୍ଗିର ଶାଖା ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ ପାଳନ କରାଯାଇଛି । ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ଆଜିର ଦିବସ ବହୁତ ମହତ୍ୱ ରଖିଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର
Read More...

ବିଶ୍ୱ ଆଦିବାସୀ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀ ସମନ୍ୱୟ ସମିତି ଓ ଆଦିବାସୀ ଅଧିକାର ମହାସଂଘର ମିଳିତ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ସ୍ଥାନୀୟ ଶବରୀ ନାରାୟଣ ମନ୍ଦିର, ଇନ୍ଦିରାନଗରଠାରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଆଦିବାସୀଙ୍କର ଦେବାଦେବୀ ଓ ମହାନ୍‌ ସ୍ୱାଧୀନତା ସଂଗ୍ରାମୀମାନଙ୍କ
Read More...

ସଂସ୍କୃତ ଭାରତୀ ଦ୍ୱାରା ସଂସ୍କୃତ ସପ୍ତାହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତ ଭାଷାର ପ୍ରଚାର ପ୍ରସାର, ପୁନଃ ଉତ୍‌ଥାନ, ଜନଜାଗରଣ ନିମନ୍ତେ ସଂସ୍କୃତ ଭାରତୀ ବଲାଙ୍ଗିର ଜିଲ୍ଲା ଦ୍ଵାରା ସଂସ୍କୃତ ସପ୍ତାହୋତ୍ସବ ସ୍ଥାନୀୟ ମହିଳା ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ରୂପେ ସଂସ୍କୃତାନୁରାଗୀ ପଣ୍ଡିତ ଟିକେଶ୍ୱର
Read More...

ବଲାଙ୍ଗିର କ୍ରାନ୍ତି ଓ ଜାଗୃତି ସମାରୋହ ଉଦ୍‌ଘାଟିତ : ଗଣତନ୍ତ୍ର, ସମ୍ବିଧାନ ସୁରକ୍ଷା ସମୟର ଆହ୍ୱାନ

ଆଟଗାଁ ଧରମସିଂ ମାନ୍ଧାତାଙ୍କ ପୀଠରୁ ଆରମ୍ଭ ହେଲା ବାଇକ୍‌ ରାଲି ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବଲାଙ୍ଗିର କ୍ରାନ୍ତି ଓ ଜାଗୃତି ସମାରୋହ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ଆୟୋଜକ କମିଟି ସଭାପତି ପ୍ରଫେସର ଡ. ଶିବପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରେତ ଗ୍ରା.ପ.ରୁ ୩ ଜଣ, ବଲାଙ୍ଗିର ବ୍ଲକ ବାରପୁଡୁଗିଆ ଗ୍ରା.ପ.ରୁ ୧ ଜଣ, ଚୁଡାପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର
Read More...

ବିଜେପିର ତ୍ରିରଙ୍ଗା ପଦଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତା ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ବିଜେପି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଅଗଷ୍ଟ ୯ ମଙ୍ଗଳବାର ପୂର୍ବାହ୍ନରେ ଡେଲାଙ୍ଗ ସ୍ଥିତ ବେରବୋଇ ଗାନ୍ଧି ସ୍ମୃତି
Read More...

ସତ୍ୟାଗ୍ରହ ସ୍ମାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅଗଷ୍ଟ ୯ ତାରିଖ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ସୋହେଲା ଗାନ୍ଧୀ ଛକଠାରେ ଥିବା ସତ୍ୟାଗ୍ରହ ସ୍ମାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜାତିର ପିତା
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ : ଶିକ୍ଷାକୁ ଗ୍ରହଣ ନିଶାକୁ ବର୍ଜନ କରିବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପାଟଣାଗଡ଼ ଶାଖା ପକ୍ଷରୁ ଆଦିବାସୀ ଭବନ ବ୍ରହ୍ମପୁରାଠାରେ ବିଶ୍ୱ ଆଦିବାସୀ ଦିବସ ତଥା କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ପ୍ରଥମେ ସମ୍ବିଧାନ ପ୍ରଣେତା ଡ଼ ବାବା ସାହେବ ଆମ୍ବେଦକର, ଅନ୍ୟତମ ସମ୍ବିଧାନ ପ୍ରଣେତା
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସରକାରୀ ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ସକାଳେ ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା (ଶିରାବାହାଲ) ଗାଁର ପଙ୍କଜିନି ସାହୁଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡିଛି । ସେ ଜଣେ ବିଧବା ମହିଳା ଓ ତାଙ୍କ ଏକ ମାତ୍ର ପୁଅ ଦିନ ମଜୁରିଆ ଭାବେ କାମ କରି ଘର
Read More...