Daily Archives

ସାରସମାଲ-ସିଲେଟକାନି ସେତୁର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ସାରସମାଲ-ସିଲେଟକାନି ରାସ୍ତା ମଧ୍ୟ ହେବ ନିର୍ମାଣ - ନରସିଂହପଂଚାୟତର ସମସ୍ତ ଗାଁ ରାସ୍ତାର ଉନ୍ନତିକରଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଓଗାଁ ବ୍ଲକ ସ୍ଥିତ ସାରସମାଲ ପଂଚାୟତର ସାରସମାଲଠାରେ ସାରସମାଲରୁ ସିଲେଟକାନିକୁ ସଂଯୋଗ କରୁଥିବା ରାସ୍ତାସ୍ଥିତ ଝରିଆଯୋର ଉପରେ ୩କୋଟି ୨୮
Read More...

ଓଡିଶା ଫାର୍ମସିଷ୍ଟ ସେବା ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟଙ୍କ ଉପସ୍ଥିତିରେ ଶାଖା ସଭାପତି ରାଧାମାଧବ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ସାଧାରଣ ସଂପାଦକ ଚିତାନନ୍ଦ ବେହେରା ସଭାକୁ ପରିଚାଳନା କରିଥିଲେ । ଉକ୍ତ ସଭାରେ ରାଜ୍ୟ ସଂଘର ସଭାପତି
Read More...

୯ରୁ ବଲାଙ୍ଗିରରେ କ୍ରାନ୍ତି ଓ ଜାଗୃତି ସମାରୋହ

ଆଠଗାଁରୁ ବଲାଙ୍ଗିରକୁ ହେବ ବାଇକ୍‌ ରାଲିସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲାର ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ଏବଂ ସମ୍ମାନ ପ୍ରଦର୍ଶନ ସକାଶେ ଆସନ୍ତା
Read More...

ଡାଙ୍ଗବାହାଲ ପଞ୍ଚାୟତରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅଞ୍ଚଳରେ ସ୍ତନ୍ୟପାନ ସପ୍ତାହ ସଚେତନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ପରିପେକ୍ଷୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନୂଆଗାଁ (ଖ) ତରଫରୁ ଡାଙ୍ଗବାହାଲ ପଞ୍ଚାୟତ ଅଧିନସ୍ଥ ଛୁଆଁଲିଉଦର, ଦମକିମାଲି ଓ ଡାଙ୍ଗବାହାଲ
Read More...

ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପଡା ବ୍ଲକ କପାଣି ଗାଁର କ୍ଷୀତିଚନ୍ଦ୍ର ବେହେରା ଲାଠୋରରେ ଏକ ମାଇକ୍ରୋଫାଇନାନ୍ସ କମ୍ପାନିରେ କାମ କରୁଥିବା ବେଳେ ଗତ ୪/୮/୨୨ ତାରିଖ
Read More...

ବେକରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗଡମୋଟୋରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଁକୋଇ ଗ୍ରାମର ହାଡୁ କାଣ୍ଡିଙ୍କ ପୁଅ ବିପିନ କାଣ୍ଡି(୨୭) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରିବାର ଲୋକ ମୁମୁର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ
Read More...

ଅମୃତ ମହୋତ୍ସବରେ ତ୍ରିରଙ୍ଗା ଶୋଭାଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ, ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ସ୍ଥିତ ଦୈନିକ ସକାଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଠାରୁ ଏହି ଶୋଭାଯାତ୍ରାକୁ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ
Read More...

ମରଣ ଯନ୍ତା ସାଜିଛି ଯୋଖିପାଲିରୁ ପୁଞ୍ଜିପଥର ରାସ୍ତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମରୁ ପୁଞ୍ଜିପଥର ପର୍ଯ୍ୟନ୍ତ ମାଟି ରାସ୍ତା ମରଣ ଯନ୍ତା ସାଜିଥିବା ଅଭିଯୋଗ ହୋଇଛି । ଏହାକୁ ଦେଖି ସୁଦ୍ଧା ସ୍ଥାନୀୟ ବ୍ଲକ ପ୍ରଶାସନ ନିଦା ବିଷ୍ଣୁ ସାଜିଛି ଯାହାଦ୍ୱାରା ଲୋକଙ୍କ ମନରେ ସରକାର ପ୍ରତି
Read More...

ସମାଜରେ ବଢ଼ିବାରେ ଲାଗିଛି ପ୍ରେମ ବିବାହ : ଆସନ୍ତୁ, ପ୍ରେମ ବିବାହ ସଂପର୍କରେ କିଛି କଥା ଜାଣିବା

ସୁଶ୍ରୀ ସ୍ନେହଲତା ସମୟ ସହିତ ତାଳ ଦେଇ ପ୍ରେମ ବିବାହର ଧାରା ବଢ଼ିବାରେ ଲାଗିଛି । ଅନେକାଂଶରେ ଆଜିର ଯୁବ ସମାଜ ନିଜ ଇଚ୍ଛାରେ ବିବାହ ପାଇଁ ସାଥୀ ଖୋଜିବାକୁ ଚାହାଁନ୍ତି । ସେମାନେ ଚିନ୍ତା କରୁଛନ୍ତି ଯେ, ବିବାହ ପରେ ଯାହାଙ୍କ ସହିତ ସେମାନଙ୍କୁ ସେମାନଙ୍କର ସମଗ୍ର ଜୀବନ ବିତାଇବାକୁ
Read More...

ପିଲାଙ୍କୁ ପାଠ ପଢ଼ାଇଲେ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବହାଲ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଏକ ନିଆରା ପ୍ରୟାସ । ସଦାବେଳେ ସମାଜସେବା କରି ଚର୍ଚ୍ଚାରେ ରହି ଆସୁଥିବା ସରପଞ୍ଚ ଅର୍ପିତା ପଣ୍ଡା ସରପଞ୍ଚ ହେଲା ପରଠୁ ଆଉ ଚୁପ୍ ହୋଇ ବସିନାହାନ୍ତି । ସବୁଦିନ କିଛି ନା କିଛି
Read More...