Daily Archives

ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଭାରପ୍ରାପ୍ତ ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିରଞ୍ଚି କୁମାର ଧରୁଆଙ୍କ
Read More...

କବିତା : ବନ୍ଧୁ

ରଘୁନାଥ ବାବୁ ବାଲ୍ୟାବସ୍ଥାରେମୋ ଖେଳନା ହଜିଯିବା ପରେକାନ୍ଦୁଥିଲି ରାହାଧରି ଏକା ଏକା ବସି,ନିଜ ଖେଳନାକୁ ମୋ ଦିଗକୁ ବଢ଼ାଇଡାକିନେଲ ମତେ -ଆ' ଖେଳିବା ଆମେ ଦୁହେଁ ମିଶି । ଯୌବନରେସେ ଚିଠିଦେବା ବନ୍ଦ କରିଦେବା ପରେଜୀବନଟା ଲାଗୁଥିଲା ନିହାତି ନିରସ,ତୁମେ ଆସି ପ୍ରବୋଧିଲ -ଦୋଷ ତାର
Read More...

ଡାକ୍ତର ରାମକୃଷ୍ଣ ପୁରୋହିତଙ୍କ ତରଫରୁ ଆୟୋଜିତ ହୋଇଥିବା ତ୍ରିରଙ୍ଗା ଯାତ୍ରାକୁ ମିଳିଲା ବିପୁଳ ସଫଳତା

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସହରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ ପୁରୋହିତ ଜେନେରାଲ ହସପିଟାଲ ପକ୍ଷରୁ ଆୟୋଜିତ ହୋଇଥିଲା ତ୍ରିରଙ୍ଗା ଯାତ୍ରା । ଏହି ଯାତ୍ରାରେ ରାଜନୈତିକ ଅଣରାଜନୈତିକ ଦଳର କର୍ମକର୍ତ୍ତା ସରକାରୀ ବେସରକାରୀ
Read More...

ବରଗଡ ଜିଲ୍ଲା କଲେଜ ସଂଘର ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ୬୬୨ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କୁ ତୃଟିପୂର୍ଣ୍ଣ ହେଲେ ମଧ୍ୟ ସପ୍ତମ ବେତନ କମିଶନ ଅନୁସାରେ ଦରମା ମିଳିଛି । ୫୭୩୩ରୁ ସପ୍ତମ ବେତନକୁ ପହଞ୍ଚିଥିବା ତିନି ଦଶନ୍ଧିର ଏହି ଯାତ୍ରା ସମ୍ଭବ ହୋଇଛି କେବଳ ୬୬୨ ସଂଘର ଏକତା,
Read More...

ସ୍ଵାଧୀନତାର ଅମୃତ ମହୋତ୍ସବ ପାଇଁ ବକୃତା ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସ୍ଵାଧୀନତାର ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷିରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା ଓ ଦେଶାତ୍ମବୋଧକ
Read More...

ପଦ୍ମପୁର ଉପଖଣ୍ଡରେ ସାରର ବ୍ୟାପକ କଳା ବଜାର : ଚାଷୀ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଓ ଚାଷ ପାଇଁ ୟୁରିଆ, ପଟାସ, ଡିଏପି, ଗ୍ରୋମର ସାରର ଚାଷୀଙ୍କୁ ବ୍ୟାପକ ମାତ୍ରାରେ ଆବଶ୍ୟକତା ଥିବା ବେଳେ ସେବା ସମବାୟ ସୋସାଇଟି ଓ ଏଜେଣ୍ଟମାନଙ୍କଠାରେ ସାରର ଅଭାବ ଦର୍ଶାଯାଇ ଖୋଲା ବଜାରରେ
Read More...

କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟର ଶେଷ ବର୍ଷର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁରଠାରେ ଅବସ୍ଥାପିତ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଆନୁକୂଲ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟ ଅଧ୍ୟୟନରତ ରାଜନୀତି
Read More...

ଗଞ୍ଜାମରେ ବଢୁଛି ଅଧିକାରୀଙ୍କ ଉପରେ ଆକ୍ରମଣ : ଆକ୍ରମଣର ଶିକାର ହେଲେ ତହସିଲଦାର, ସାକ୍ଷାତ କଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରଶାସନିକ ସେବା ଅବା ଓଏଏସ ପଦବୀରେ କାର୍ଯ୍ୟରତ ଗଞ୍ଜାମ ଅଧିକାରୀଙ୍କ ଉପରେ ଆକ୍ରମଣ ବଢୁଛି । ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏମିତି କେତେଥର ହେଲା ଅଭିଯୋଗ ଆଣି ଓଏଏସ ସଂଘ ପକ୍ଷରୁ ଦାବୀପତ୍ର ଦିଆଯାଇଥିଲେ ସୁଦ୍ଧା
Read More...

ଆତ୍ମହତ୍ୟା କରିଦେଲେ ନବବଧୂ, ନିର୍ଯାତନା ଦିଆଯାଉଥିବା ନେଇ ଥାନାରେ ଅଭିଯୋଗ କଲେ ତାଙ୍କ ଭାଇ

ଭୁବନେଶ୍ୱର : ଶଶୁର ଘର ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଦେଲେ ନବବଧୂ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କାଲୋନୀରେ । ମୃତକ ଜଣକ ହେଲେ ନିଆଳିର ପ୍ରଜ୍ଞା ପାରିମିତା ସ୍ୱାଇଁ । ଖବର
Read More...

ରାୟପୁରରୁ ସୋନପୁର ଆସୁଥିବା ବେଳେ ବିପୁଳ ପରିମାଣର କୀଟନାଶକ ଜବତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆବଜାରଠାରେ ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ ହୋଇଥିବା ଜଣାପଡିଛି । ଏସବୁ ରାୟପୁରରୁ ଆସୁଥିବା ସମୟରେ ଧରାପଡିଥିଲା । ସୂଚନା ଅନୁସାରେ, ରବିବାର ଏକ ଟ୍ରକରେ କିଛି କୀଟନାଶକ ସୋନପୁର ଆସୁଥିଲା । ତେବେ ଏଫମଶି
Read More...
error: Content is protected !!