Daily Archives

ରୋ-ରୋ/ରୋ-ପାକ୍ସ ଫେରୀ ସେବାକୁ ପ୍ରୋତ୍ସାହନ

ଓଡ଼ିଶାର ୨ଟି ସମେତ ଦେଶର ୪୫ଟି ସ୍ଥାନରେ ବିକଶିତ ହେଉଛି ଜଳମାର୍ଗ ପରିବହନ ସେବା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି । ଏହି ଜଳ ଆଧାରିତ ପରିବହନ ବ୍ୟବସ୍ଥାକୁ ଲଜିଷ୍ଟିକ୍ସ
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ମୁନିଗୁଡା : ରାୟଗଡା ଜିଲ୍ଲା ପଦ୍ମପୁର ବିଦ୍ୟୁତ୍ ଟାଟା ପାୱର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିତିବା ଜଣାପଡଇଛି । ନୂତନ ବିଦ୍ୟୁତ ସଂଯୋଗୀକରଣ ପାଇଁ ସେ ଲାଞ୍ଚ ନେଉଥିବା ଜଣାପଡିଛି । ସୂଚନା ଅନୁସାରେ ନୂତନ ବିଦ୍ୟୁତ୍‌ ସଂଯୋଗୀକରଣ
Read More...

ଭିକ୍ଷା ବୃତ୍ତିରୁ ନିବୃତ ରହି ସ୍ୱାବଲମ୍ବୀ ହେବାର ନିଆରା ବାର୍ତ୍ତା ଦେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭିକ୍ଷା ବୃତ୍ତି କରି ଜୀବନ କାଟୁଥିବା ଅସହାୟ ବିକଳାଙ୍ଗ ବୃଦ୍ଧଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ କଲା ସ୍ୱେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାର । ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଚଣ୍ଡୀପାଲି ଗ୍ରାମର ଜଣେ ବିକଳାଙ୍ଗ ବୃଦ୍ଧ ପେଟପାଟଣା ପାଇଁ ବହୁ
Read More...

ଉଡଧରଠାରେ ଅବସ୍ଥିତ ମା’ ବନ୍ଧଖଣ୍ଡିଙ୍କର ଅଲୌକିକ କାହାଣୀ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଶ୍ରୀମାଲ ଗାଁ ଦେଇ ବହିଯାଇ ଥିବା ତେଲ ନଦୀଠାରେ ଥିବା ଉଡଧର ଘାଟରେ ଅବସ୍ଥିତ ମା' ବନ୍ଧଖଣ୍ଡିଙ୍କର କିଛି ଅଲୌକିକ କାହାଣୀ ରହିଛି । ଚୋରି କିମ୍ବା କୌଣସି ହଜିଯାଇଥିବା ଜିନିଷର କେସ୍‌କୁ ନେଇ ଏହି ସ୍ଥାନକୁ ଲୋକେ
Read More...

ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦ୍‌ଅନୁସାରେ ଅଗଷ୍ଟ ମାସର ପ୍ରଥମ ସୋମବାର ତା ୧/୮/୨୦୨୨ରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ମୁଖ୍ୟାଳୟ ସ୍ଥିତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ କୁଟୁମଡୋଲା ଗ୍ରା.ପ.ରୁ ୧ ଜଣ, ସଦେଇପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

ପୋଲସରା, (ସସ୍ମିତା ପ୍ରଧାନ) : ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ସାଇ ମନ୍ଦିର ପାର୍କରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଆଜି ସୂଚାରୁ ରୂପେ ସମ୍ପାଦିତ ହୋଇଯାଇଛି । ଏହି ଅବସରରେ ଶ୍ରମ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପଞ୍ଚାୟତ
Read More...

ବର୍ଷା ମାସରେ ଶୋଷିଲା ଦେଓଗାଁର ଅର୍ଦ୍ଧାଧିକ ଲୋକ : ନଳ ଫାଟିଥିବାରୁ ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସୋନଗଡ଼ ନଦୀରେ ପାଣି ବହିଯାଉଛି । ତଥାପି ଦେଓଗାଁ ଓ କଛାରପାଲି ଗାଁର ଅଧା ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର କାରଣ ସୋନଗଡ଼ ନଦୀରୁ ଜାତୀୟ ରାଜପଥରେ ଦେଓଗାଁକୁ ଯାଇଥିବା ପାଇପ ଲାଇନ ସାତମୁହିଁ ପୋଲ ତଳେ ପାଟି ଯାଇଥିବା
Read More...

ସମନ୍ୱିତ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ

ଲୋଇସିଂହା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଅଧୀନରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସ୍ଥାନୀୟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଓ ଦୁମଦୁମି ସ୍ଥିତ ଆଶ୍ରମ ସ୍କୁଲରେ ଏକ ସମନ୍ୱିତ ସ୍ୱାସ୍ଥ୍ୟ ପରୀକ୍ଷା
Read More...

ଶହୀଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମାଓ ପୋଷ୍ଟର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆସନ୍ତା ୨୮ରୁ ୪ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ଶହୀଦ ସପ୍ତାହ ପୂର୍ବରୁ କନ୍ଧମାଳର ବିଭିନ୍ନ ସ୍ଥାନରେ ଲାଗିଲା ମାଓ ପୋଷ୍ଟର । ରଡ଼ିଗୁମା ଉପସ୍ଵାସ୍ଥ୍ୟ କେନ୍ଦ୍ର ପାଚେରୀରେ ଦୁଇଟି, ସିନାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ
Read More...
error: Content is protected !!