Daily Archives

ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକର ଅତ୍ୟାଚାର ପ୍ରତିବାଦରେ ଗରିବ ସେନାର ଗଣଧାରଣା ଓ ପ୍ରତିବାଦ ସଭା

ଟିଟିଲାଗଡ଼, (ପ୍ରମୋଦ ସେଲମା) : ରାଜ୍ୟ ସରକାର ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କରିବା ଉଦ୍ଦେଶ୍ୟରେ ସ୍ଵତନ୍ତ୍ର ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି । ଏପରିକି ଟିଟିଲାଗଡ଼ ସହର ତଥା ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଂଗଠିତ କରି ବିଭିନ୍ନ
Read More...

ପଦ୍ମପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଲୋକାର୍ପଣ ଓ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଲୋକାର୍ପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ପରିସରରେ ମାରୱାଡ଼ି ଯୁବାମଞ୍ଚ ସଭାପତି ବିଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଆଜି ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର : ଆଜି ୧୩ ଜିଲାରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼,
Read More...

ଆଫଗାନିସ୍ତାନରେ ଭୂମିକମ୍ପ : ଶହେରୁ ଅଧିକ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଭୂମିକମ୍ପ ହୋଇ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ କେବଳ ଆଫଗାନିସ୍ତାନରେ ଖାଲି ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି ।
Read More...

ମହାରାଷ୍ଟ୍ର ରାଜ୍ୟପାଳ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି

ମହାରାଷ୍ଟ୍ର : ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟପାଳ କୋଶିୟାରୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ରାଜ୍ୟପାଳ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ
Read More...

ସଡକ ଦୁର୍ଘଟଣା, ଜଳିଗଲା ବାଇକ୍‌, ୨ ମୃତ, ୩ ଗୁରୁତର

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଗଁନ୍ଦିଆ ଥାନା ଅନ୍ତର୍ଗତ କପିଳାଶ ଟାଙ୍ଗି ରାସ୍ତାର ଶୋରିଶିଆ ପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି କାର ଧକ୍କାରେ ଏକ ବାଇକ ଜଳିଯାଇଥିବା ଜଣାପଡିଛି । ଆଉ ଏହି ଦୁର୍ଘଟଣାରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ନନ୍ଦପୁର, ମାଛକୁଣ୍ଡ ଓ ଲମତାପୁଟ ପୋଲିସ ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଦୁଇଟି ଗଞ୍ଜେଇ ବୋଝେଇ ଟ୍ରକ ସହ ୩ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସ
Read More...

ଗେମ୍ ଖେଳୁଥିବା ସମୟରେ ହାତରେ ଫାଟିଲା ମୋବାଇଲ, ଯୁବକ ଆହତ

ଖଲ୍ଲିକୋଟ : ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମରେ ମୋବାଇଲ୍‌ରେ ଗେମ୍ ଖେଳିବା ବେଳେ ହାତରେ ଫାଟିଗଲା ମୋବାଇଲ୍ ଫୋନ୍ । ସୂଚନାନୁଯାୟୀ, ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମର ରଞ୍ଜନ ସାହୁ ନାମକ ଜଣେ ଯୁବକ ମୋବାଇଲ୍‌ରେ ଗେମ୍ ଖେଳୁଥିବା ବେଳେ ହଠାତ୍ ମୋବାଇଲ୍‌ଟି ଫାଟି ଯାଇଥିଲା । ଫଳରେ ରଞ୍ଜନ
Read More...

ମହୁଲପୋଚ ଓ ରନ୍ଧାମଦ ଜବତ ସହ ୪ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅବକାରୀ ଥାନା ଅଞ୍ଚଳରେ ବଢୁଛି ରନ୍ଧା ମଦ କାରବାର । ଏନେଇ ଖବର ପାଇ ବରଗଡ଼ ଅବକାରୀ ସୁପରିଟେନଡେଣ୍ଟ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧୀନସ୍ଥ ସମ୍ପିଆ ଠାରେ ବରଗଡ଼ ମୋବାଇଲ ୟୁନିଟ ଓ ପଦ୍ମପୁର ଅବକାରୀ ବିଭାଗ
Read More...

ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ କରାଯାଇଥିବା ଜଣାପଡିଛି । ସ୍ୱର୍ଗଦ୍ୱାର ପାଖ ଭାରତ ସେବାଶ୍ରମ ଛକ ଶକୁନ୍ତଳା ନିବାସ କୋଠାରେ ଥିବା ନାୟକ ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ ହୋଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି । ବୋମାମାଡରେ
Read More...