Daily Archives

ପୂର୍ବ ଶତୃତାକୁ କେନ୍ଦ୍ରକରି ବୋମାମାଡ : ୩ ଗୁରୁତର

ଭୁବନ : ପୂର୍ବ ଶତୃତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ଜଣାପଡିଛି । ସୂଚନାନୁସାରେ ଭୁବନ ଥାନା ସୁରପ୍ରତାପପୁର ଗାଁରେ ଫାୟାରିଂ ସହ ବୋମାମାଡରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରମାନେ ହେଲେ ଜୟପ୍ରକାଶ ରାଉତ(୫୧), ଜିତେନ୍ଦ୍ର ରାଉତ(୫୩) ଓ ଶୁଭଙ୍କର
Read More...

ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଗୋରେଖନାଥଙ୍କ ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୋରେଖନାଥଙ୍କ ସମ୍ମୁଖରେ ଥିବା ଦାନବାକ୍ସ ବା ହୁଣ୍ଡି ଭାଙ୍ଗି ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ
Read More...

ଓଡିଶା ଫରେଷ୍ଟ ଉଡ୍, ଏଗ୍ରିକଲ୍ଚର ଏଣ୍ଡ ବିଲ୍ଡିଂ କନ୍‌ଷ୍ଟ୍ରକ୍‌କ୍ସନ ୱାର୍କରସ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟିର…

• ଶ୍ରମିକ ମାରଣ ନୀତିକୁ କଡାସମାଲୋଚନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଏ.ଆଇ.ଟି.ୟୁ.ସି. ସହ ଅନୁବନ୍ଧିତ ଓଡ଼ିଶା ଫରେଷ୍ଟ ଉଡ୍, ଏଗ୍ରିକଲ୍ଚର ଏଣ୍ଡ ବିଲ୍ଡିଂ କନ୍‌ଷ୍ଟ୍ରକ୍‌କ୍ସନ ୱାର୍କରସ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟିର ଚତୁର୍ଥ
Read More...

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ବିଜେଡି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ କରିବ । ଏ ନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି ।
Read More...

କବି ଦେବାନନ୍ଦ ସେନାପତିଙ୍କ ୧୦୩ତମ ଜୟନ୍ତୀ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ ଅଏଁଲାପାଲି ଗ୍ରାମଠାରେ ଓଡିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ବିଶିଷ୍ଟ ସାହିତ୍ୟ ସାଧକ ସ୍ୱର୍ଗତ ଦେବାନନ୍ଦ ସେନାପତିଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ତରଫରୁ ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ୱରେ
Read More...

ସଡକ ଦୁର୍ଘଟଣା, ୨ବାଇକ ଆରୋହୀ ଗୁରୁତର

ବୋରିଗୁମ୍ମା : ବୋରିଗୁମ୍ମା ଜାତୀୟ ରାଜପଥ ୬୩ ନମ୍ବର ଶୋସାହାଣ୍ଡିରେ ବସକୁ ପଛରୁ ଧକ୍କା ଦେଲା ବାଇକ । ବସ୍‌ର ପଛପଟେ ବାଡେଇ ହୋଇ ଦୁଇ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଦୁଇ ବାଇକ ଆରୋହୀଙ୍କ ଏ ପର୍ଯ୍ୟନ୍ତ ପରିଚୟ ମିଳି ପାରିନାହିଁ ।
Read More...

ଜମିଜମା ବିବାଦରୁ ଆକ୍ରମଣ : ଜଣେ ଶିଶୁଙ୍କ ସମେତ ୪ ଗୁରୁତର

ସୋର : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓହଡ଼ ଗ୍ରାମରେ ଜମିଜମା ବିବାଦକୁ ନେଇ ଆକ୍ରମଣ ହେବା ଫଳରେ ଜଣେ ଶିଶୁଙ୍କ ସମେତ ୪ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଓହଡ଼ ଗାଁର ଗୌରାଙ୍ଗ ଦାସ ଓ ହରେକୃଷ୍ଣ ଦାସ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିଜମା ବିବାଦ ଲାଗି ରହିଥିବା
Read More...

ଯୋଗ ଶାଶ୍ୱତ ଚିନ୍ତନ, ଶୃଙ୍ଖଳିତ ଆଚରଣ ଓ ଇନ୍ଦ୍ରିୟ ଶକ୍ତି ବୃଦ୍ଧି କରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଯୋଗ ସଂସ୍ଥାନ ଛତ୍ରପୁର ଶାଖା ଆନୁକୂଲ୍ୟରେ ଛତ୍ରପୁର ମିନି-ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମଙ୍ଗଳବାର ପ୍ରତ୍ୟୁଷରେ ଦିନିକିଆ ଶିବିରର ଆୟୋଜନ ସାମାରୋହରେ ଆଇ.ଆର୍‌.ଇ. ଅବସରପ୍ରାପ୍ତ ଡେପୁଟି ଜେନେରାଲ
Read More...

ବିଧବା ମହିଳାଙ୍କୁ ସରକାରୀ ଆବାସ ଯୋଗାଇବାକୁ ଦାବୀ

ଢେଙ୍କାନାଳ : ବିଧବା ମହିଳାଙ୍କୁ ଆବାସ ଯୋଗାଇବାକୁ ଦାବୀ । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ରହୁଥିବା ଜଣେ ଗରିବ ବିଧବା ମହିଳା ଭଙ୍ଗା ଦଦରା ଘରେ ଜୀବନ ଯାପନ କରୁଥିବା ବେଳେ ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ହୋଇଛି । ସରକାରଙ୍କ ତରଫରୁ
Read More...

କୃଷକ ଉତ୍ପାଦକ କମ୍ପାନୀର ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ : ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୧୦,୦୦୦ କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ ଚକାପାଦ ବ୍ଲକର ଦୁଇଗୋଟି କୃଷକ ଉତ୍ପାଦକ କମ୍ପାନୀର ନିର୍ଦେଶକ ମାନଙ୍କର ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ
Read More...