pakka

ପୂର୍ବ ଶତୃତାକୁ କେନ୍ଦ୍ରକରି ବୋମାମାଡ : ୩ ଗୁରୁତର

bbehera

ଭୁବନ : ପୂର୍ବ ଶତୃତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ଜଣାପଡିଛି । ସୂଚନାନୁସାରେ ଭୁବନ ଥାନା ସୁରପ୍ରତାପପୁର ଗାଁରେ ଫାୟାରିଂ ସହ ବୋମାମାଡରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରମାନେ ହେଲେ ଜୟପ୍ରକାଶ ରାଉତ(୫୧), ଜିତେନ୍ଦ୍ର ରାଉତ(୫୩) ଓ ଶୁଭଙ୍କର ପ୍ରିୟଦର୍ଶୀ ରାଉତ(୨୨) । ଗୁରୁତରମାନେ ଭୁବନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବ ଶତୃତାକୁ ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ଗୁଳିମାଡ ଓ ବୋମାମାଡ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

two × four =