pakka

ଆଜି ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

bbehera

ଭୁବନେଶ୍ୱର : ଆଜି ୧୩ ଜିଲାରେ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ । ତେବେ ଏହି ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ।

jay balangir
3 Comments
  1. Twicsy says

    Aw, this was an exceptionally nice post. Taking the time
    and actual effort to create a superb article… but what can I say… I
    put things off a lot and don’t manage to get nearly anything done.

  2. Twicsy says

    Belo post, compartilhei com meus amigos.

  3. best gold ira companies says

    Wow! At last I got a webpage from where I be able to actually obtain helpful facts regarding my study and knowledge.

Leave A Reply

Your email address will not be published.

1 × three =

error: Content is protected !!