Daily Archives

ସଡକ ଦୁର୍ଘଟଣା, ୨ ଆହତ

ସାଲେପୁର : କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସପନପୁର ଧବଳେଶ୍ୱର ମନ୍ଦିର ନିକଟରେ ଟ୍ରକକୁ ପଛରୁ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି । ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭର ସନ୍ଦୀପ ମଲ୍ଲିକ ଆହତ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କାର୍ଯ୍ୟକ୍ରମ ସରକାରୀ ସେବାକୁ ଆହୁରି ଲୋକାଭିମୁଖୀ କରିଛି । ଏବେ ବିଭିନ୍ନ କାର୍ଯ୍ୟ ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ନ ଆସି ପଞ୍ଚାୟତସ୍ତରରେ ସ୍ଥାପନ ହେଉଥିବା 'ମୋ ସେବା କେନ୍ଦ୍ର' ଜରିଆରେ ଲୋକମାନେ ଘର ପାଖରେ
Read More...

ସଂଜୟ କୁମାର ସିଂଙ୍କ ପ୍ରଦୀପ କୁମାର ଅମାତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ପ୍ରଶାସକ ସଂଜୟ କୁମାର ସିଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଗତକାଲି ପୂର୍ବାହ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ
Read More...

ରେଲୱେ ଟ୍ରାକରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକ ଓଏମ୍‌ପି ଓଭରବ୍ରିଜ୍ ରେଲୱେ ଟ୍ରାକରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଆରପିଏଫ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି କିଶୋନଗର ଅଞ୍ଚଳର ରାଜ
Read More...

ଠିକାଦାର ସଂଘର ମାଓ ସଙ୍ଗଠନକୁ ସହଯୋଗ ପ୍ରାର୍ଥନା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଆଭ୍ୟନ୍ତରୀଣ ଇଲାକାରେ ରହୁଥିବା ଆଦିବାସୀମାନେ ବି ଭାରତର ନାଗରିକ । ସେମାନଙ୍କ ମଧ୍ୟ ଅନ୍ୟମାନଙ୍କ ଭଳି ସମସ୍ତ ଅଧିକାର ପାଇଁ ହକ୍ ରହିଛି । କିନ୍ତୁ ପ୍ରାଥମିକ ଆବଶ୍ୟକତା ରାସ୍ତା ନ ଥିବା କାରଣରୁ ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ଅନେକ
Read More...

୩ କୋଟି ଟଙ୍କାର ରାସ୍ତା କାମ ଅଧାପନ୍ତରିଆ ଯୋଗୁଁ ହଜାର ହଜାର ପଥିକ ହଇରାଣ ହେଉଥିବା ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରୁ ଟିକ୍ରାପଡ଼ା ଭାୟା ଗାଈବାହାଲ ରାସ୍ତାର ଅର୍ଡ଼ା ସପ୍ତାହିକ ବଜାରଠାରୁ ଭୁତିଆରବାହାଲ ଛକ ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତାକୁ ଓସାରିଆ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଉନ୍ନତି ପାଇଁ ପୂର୍ତ୍ତ ବିଭାଗ ଅଧିନକୁ
Read More...

ଖଲିଆପାଲି ସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ସାଲେଭଟା କ୍ଲଷ୍ଟର ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ଜଣ
Read More...

ପାଟଣାଗଡ଼ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରର ପ୍ରସିଦ୍ଧ ଚଳିତ ବର୍ଷ ରଥଯାତ୍ରା ପାଇଁ ସୁଭଦ୍ରା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି କାର୍ଯ୍ୟକୁ ଆଗେଇ ନେଇଥିଲେ । ସମ୍ମାନିତ
Read More...

ରମ୍ଭା ଯୋଗ ଶିବିର କେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଷ୍ଟମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ରମ୍ଭା ଅଞ୍ଚଳର ଯୋଗ ଶିବିର କେନ୍ଦ୍ର ଓ ରମ୍ଭା ଉଚ୍ଚ ବିଦ୍ୟାଳୟ ଠାରେ ଯୋଗ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ସୁଚି ପ୍ରକାରେ ଯୋଗ ଗୁରୁ ରବୀନ୍ଦ୍ର ବେହେରାଙ୍କ ବେଦ ମନ୍ତ୍ର ଓ
Read More...
error: Content is protected !!