pakka

ଗେମ୍ ଖେଳୁଥିବା ସମୟରେ ହାତରେ ଫାଟିଲା ମୋବାଇଲ, ଯୁବକ ଆହତ

bbehera

ଖଲ୍ଲିକୋଟ : ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମରେ ମୋବାଇଲ୍‌ରେ ଗେମ୍ ଖେଳିବା ବେଳେ ହାତରେ ଫାଟିଗଲା ମୋବାଇଲ୍ ଫୋନ୍ । ସୂଚନାନୁଯାୟୀ, ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମର ରଞ୍ଜନ ସାହୁ ନାମକ ଜଣେ ଯୁବକ ମୋବାଇଲ୍‌ରେ ଗେମ୍ ଖେଳୁଥିବା ବେଳେ ହଠାତ୍ ମୋବାଇଲ୍‌ଟି ଫାଟି ଯାଇଥିଲା । ଫଳରେ ରଞ୍ଜନ ମୋବାଇଲ୍‌ଟିକୁ ଫିଙ୍ଗିଦେଇଥିଲେ । ତେବେ ମୋବାଇଲ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ରଞ୍ଜନଙ୍କ ହାତରେ ଆଘାତ ଲାଗିଛି ।

jay balangir
Leave A Reply

Your email address will not be published.

5 × 1 =

error: Content is protected !!