Browsing Tag

khallicoat news

ଓଡ଼ିଶା ଠିକା ସଫେଇ କର୍ମଚାରୀ ମଜଦୁର ସଭା ଖଲ୍ଲିକୋଟ ଶାଖାର ବୈଠକ : କର୍ମକର୍ତ୍ତା ନିର୍ବାଚିତ

ଖଲ୍ଲିକୋଟ, (କେପିଏନ୍‌ଏସ୍‌) : ସ୍ଥାନୀୟ ଅମରେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏ୍‌ସ) ସହିତ ଅନୁବନ୍ଧିତ ଓଡ଼ିଶା ଠିକା ସଫେଇ କର୍ମଚାରୀ ମଜଦୁର ସଭା ଖଲିକୋଟ ଶାଖାର ସାଧାରଣ ପରିଷଦ ବୈଠକ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ଖଲ୍ଲିକୋଟ : ଜାତୀୟ ରାଜପଥ- ୧୬ର କେଶପୁର ଛକ ସ୍ଥିତ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ ଏଟିଏମ୍‌ କାଟି ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରବିବାର ରାତିରେ କୌଣସି ଦୁର୍ବୃତ୍ତ ଏଟିଏମ୍‌ କାଉଣ୍ଟର୍‌ ଭିତରେ ପଶି ପ୍ରଥମେ ସିସିଟିଭି
Read More...

ପିକ୍‌ଅପ୍ ଓଲଟି ଜଣେ ମୃତ, ୧୩ ଆହତ

ଖଲ୍ଲିକୋଟ : ବେଗୁନିଆପଡା ତାନାବଇଡା ରାସ୍ତାରେ ଘଟିଛି ଏକ ବଡ ଦୁର୍ଘଟଣା । ରାସ୍ତାରେ ଯିବାବେଳେ ଏକ ପିକ୍‌ଅପ୍ ଗାଡ଼ି ଓଲଟି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି ।
Read More...

ଘାଟିରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ

ଖଲ୍ଲିକୋଟ : ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏକ ଅଣ୍ଡା ବୋଝେଇ ଟ୍ରକ ଓଲଟି ପଡିଛି । ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ (ନଂ ଏପି ୧୬ ଟିକେ ୦୫୪୯) ଅଣ୍ଡା ବୋଝେଇ କରି ଭୁବନେଶ୍ୱର ଯାଉଥିଲା । ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର
Read More...

ଧାର ନେଇଥିବା ଟଙ୍କା ମାଗିବାରୁ ସାଙ୍ଗକୁ ଛୁରୀ ଭୁସିଦେଲା ସାଙ୍ଗ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଧାର ଟଙ୍କା ମାଗିବାରୁ ସାଙ୍ଗକୁ ଛୁରୀ ଭୁସିଦେଲା ସାଙ୍ଗ । ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଖଲ୍ଲିକୋଟ : ସ୍ଥାନୀୟ ମର୍ଦ୍ଦରାଜ ଶିଶୁ ଉଦ୍ୟାନ ନିକଟରେ ଏକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଗୁରାପଲ୍ଲୀ ଗ୍ରାମର ଘନ ପାତ୍ର ବୋଲି ଜଣାପଡିଛି । ସୂଚନା ଅନୁସାରେ ଖଲ୍ଲିକୋଟରୁ ନିଜ ଗ୍ରାମ ଗୁରାପଲ୍ଲୀକୁ ବୁଧବାର ସନ୍ଧ୍ୟାରେ ଘନ ସ୍କୁଟି ଯୋଗେ
Read More...

ଇଟା ବୋଝେଇ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ, ୩ ଆହତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ବେଆଇନ ପୋଡା ଇଟା ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ପିତାଗାଡ଼ିଆ ଗ୍ରାମର ରବି ପ୍ରଧାନ ବୋଲି ଜଣାପଡିଛି । ସୂଚନା
Read More...

ମା’ ବାହୁତୀ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟ ଉଦ୍‌ଯାପିତ, ମୋହନା ଦଳ ଚମ୍ପିୟାନ

ଖଲ୍ଲିକୋଟ : ସ୍ଥାନୀୟ ଆର୍ଟ କଲେଜ ଖେଳ ପଡ଼ିଆରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ମା' ବାହୁତୀ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲରେ ବ୍ରହ୍ମପୁର ପାୱାର ସିକ୍ସ ଓ ମୋହନାର ସେଣ୍ଟ ପିଟର ଟିମ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ଫାଇନାଲରେ ଦୁଇ ଦଳ
Read More...

ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଲା ବାଇକ : ୧ ମୃତ, ୧ ଗୁରୁତର

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ନିକଟରେ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହେଲା ବାଇକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଖଲ୍ଲିକୋଟ ମେଡିକାଲରେ ଆହତଙ୍କ ଯୁବକଙ୍କ ଚିକିତ୍ସା ଚାଲିଛି ।
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୫ ଆହତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ପଂଚାୟତ ର ମକୁନ୍ଦପୁର ଗ୍ରାମରେ ପାଣି ନେବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ପଂଚାୟତର ମକୁନ୍ଦପୁର ଗ୍ରାମରେ ବି.ତ୍ରିନାଥ ପାତ୍ର ଓ ପଡୋଶୀଙ୍କ
Read More...