Browsing Tag

khallicoat news

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୫ ଆହତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ପଂଚାୟତ ର ମକୁନ୍ଦପୁର ଗ୍ରାମରେ ପାଣି ନେବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ପଂଚାୟତର ମକୁନ୍ଦପୁର ଗ୍ରାମରେ ବି.ତ୍ରିନାଥ ପାତ୍ର ଓ ପଡୋଶୀଙ୍କ
Read More...

୬୦ ଫୁଟ ତଳକୁ ଓଲଟିଲା ଟ୍ରକ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋପାଳପୁର ଠାରୁ ଚଣ୍ତିଖୋଲ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ବଡ଼ଘାଟି ଉପରୁ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରାୟ ୬୦ ଫୁଟ ତଳକୁ ଓଲଟି ପଡ଼ିଥିବା ଜଣାପଡ଼ିଛି । ହେଲେ ଏହି
Read More...

ଖଲ୍ଲିକୋଟରେ ମର୍ଦ୍ଦରାଜ ମହୋତ୍ସବ ଉଦ୍‌ଘାଟିତ

ଖଲ୍ଲିକୋଟ : ଖଲ୍ଲିକୋଟର ସ୍ୱର୍ଗତ ରାଜାବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜୟନ୍ତୀ ଅବସରରେ ମର୍ଦ୍ଦରାଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଖଲ୍ଲିକୋଟ
Read More...

ନାରାୟଣୀ ଛକରୁ ୫ କେଜି ଗଞ୍ଜେଇ ଜବତ : ୧ ଗିରଫ

ଖଲ୍ଲିକୋଟ : ଆସିକାରୁ ଗୋଆ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୫ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଛତ୍ରପୁର ସଦର ଇନ୍ସପେକ୍ଟର ଦୀପ୍ତିମୟୀ ସାହୁଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ତଥା ନୂଆ ଟ୍ରେନିଂ ଅଫିସର ରାକେଶ ପ୍ରଧାନ,
Read More...

ବାର୍‌ହା ଆକ୍ରମଣରେ ୧ ମୃତ, ୭ ଗୁରୁତର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଜେ. ରାମପୋଲି ଗ୍ରାମରେ ବାରହା ଆକ୍ରାମଣରେ ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ବିଲକୁ ଫସଲ ଜଗିବାକୁ ଯାଇଥିବା ବେଳେ ବାରହା ଆକ୍ରାମଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
Read More...

ଋଷିକୂଲ୍ୟା ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଖଲ୍ଲିକୋଟ : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ସୂଚନାଯୋଗ୍ୟ ଯେ, ୨ ଦିନ ତଳେ ପୁରୁଷୋତ୍ତମପୁର ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଯାଇ ନିଖୋଜ ଥିବା କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ମାଧପୁର ବାଲି ଘାଟ ନିକଟରୁ ଉଦ୍ଧାର ହୋଇଛି । ଛତ୍ରପୁରର ଅଗ୍ନିଶମ ବାହିନୀ କୃଷ୍ଣ
Read More...

ପୋଖରୀରେ ବୁଡ଼ି ସପ୍ତମ ଶ୍ରେଣୀ ଛାତ୍ର ମୃତ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମରେ ଅଭାବନୀୟ ଘଟଣା । ସ୍କୁଲ ଯାଇଥିବା ସପ୍ତମ ଶ୍ରେଣୀ ଛାତ୍ର ପୋଖରୀରେ ବୁଡ଼ି ମୃତ । ମୃତ ଛାତ୍ର ଜଣଙ୍କ ହେଲେ ରାଜନନ୍ଦନ ସାହୁ । ସେ ଚିକିଲିରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ
Read More...

ଡିଭାଇଡର୍‌ରେ ପିଟିହୋଇ ଟ୍ରକ୍‌ ସହ ଧକ୍କା ହେଲା କାର୍ : ୧ ମୃତ, ୫ ଆହତ

ଖଲ୍ଲିକୋଟ : ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ଏକ
Read More...

ବଡଘାଟିରେ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପତ ବଡଘାଟି ଠାରେ ପୁଣି ଏକ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍‌ ଥିବା ଜଣାପଡିଛି । ସୂଚନା ଅନୁସାରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଆନ୍ଧ୍ର ପ୍ରଦେଶରୁ ବାଲୁଗାଁ ଆସୁଥିବା
Read More...

ଗେମ୍ ଖେଳୁଥିବା ସମୟରେ ହାତରେ ଫାଟିଲା ମୋବାଇଲ, ଯୁବକ ଆହତ

ଖଲ୍ଲିକୋଟ : ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମରେ ମୋବାଇଲ୍‌ରେ ଗେମ୍ ଖେଳିବା ବେଳେ ହାତରେ ଫାଟିଗଲା ମୋବାଇଲ୍ ଫୋନ୍ । ସୂଚନାନୁଯାୟୀ, ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମର ରଞ୍ଜନ ସାହୁ ନାମକ ଜଣେ ଯୁବକ ମୋବାଇଲ୍‌ରେ ଗେମ୍ ଖେଳୁଥିବା ବେଳେ ହଠାତ୍ ମୋବାଇଲ୍‌ଟି ଫାଟି ଯାଇଥିଲା । ଫଳରେ ରଞ୍ଜନ
Read More...