pakka

ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ କରାଯାଇଥିବା ଜଣାପଡିଛି । ସ୍ୱର୍ଗଦ୍ୱାର ପାଖ ଭାରତ ସେବାଶ୍ରମ ଛକ ଶକୁନ୍ତଳା ନିବାସ କୋଠାରେ ଥିବା ନାୟକ ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ ହୋଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି । ବୋମାମାଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା ବଳିଆପଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

3 × 1 =

error: Content is protected !!