pakka

ସଡକ ଦୁର୍ଘଟଣା, ଜଳିଗଲା ବାଇକ୍‌, ୨ ମୃତ, ୩ ଗୁରୁତର

bbehera

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଗଁନ୍ଦିଆ ଥାନା ଅନ୍ତର୍ଗତ କପିଳାଶ ଟାଙ୍ଗି ରାସ୍ତାର ଶୋରିଶିଆ ପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି କାର ଧକ୍କାରେ ଏକ ବାଇକ ଜଳିଯାଇଥିବା ଜଣାପଡିଛି । ଆଉ ଏହି ଦୁର୍ଘଟଣାରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ଦୁଇଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ୩ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଦୁଇଜଣ ଶୋରିଶିଆ ପଦା ରଗଡି ସାହିର ସନ୍ତୋଷ ନାଏକ ଓ ଲକ୍ଷ୍ମଣ ବାଦ୍ରା ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

18 + twenty =

error: Content is protected !!