୪୦ କେଜି ଜିଲେଟିନ ଜବତ
କୋରାପୁଟ : କମ୍ବିଂ ଅପରେସନ ବେଳେ ୪୦ କେଜି ଜିଲେଟିନ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋରାପୁଟ ଥାନା ନାରାୟଣପାଟଣା ଥାନା ପାଚିଂ ଜଙ୍ଗଲରେ ନାରାୟଣପାଟରା ପୋଲିସ, ଡିଭିଏଫ୍ ଓ ବିଏସ୍ଏଫର ମିଳିତ କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ରବର ବୁଲେଟ ବନ୍ଧୁକ ଓ ୪୦ କେଜି ଜିଲେଟିନ ଜବତ!-->…
Read More...
Read More...