Daily Archives

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଆହୁତ ‘ଭାରତ ବନ୍ଦ ଡାକରା’କୁ ସମର୍ଥନ କରି ଆସନ୍ତାକାଲି ପାଟଣାଗଡ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଗଡଭିତର ସ୍ଥିତ ବଢ଼େଇ ମିସ୍ତ୍ରୀ ସଂଘ କାର୍ଯ୍ୟାଳୟ ପରିସରରେ ପାଟଣାଗଡ କୋର୍ଡିନେସନ କମିଟି ଅଫ ଟ୍ରେଡ଼ ୟୁନିଅନ ଏଣ୍ଡ ଆସୋସିଏସନ୍‌ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଦ୍ୱାରା ଆହୁତ ୨ ଦିନିଆ ଦେଶବ୍ୟାପୀ
Read More...

ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ୍ ସୁପର କମ୍ପ୍ୟୁଟର ପରମ ଶକ୍ତିର ଉଦ୍ଘାଟନ

ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରର ବଡ଼ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଗବେଷଣାକାରୀଙ୍କୁ ସହାୟତା କରିବ ଏହି ନୂଆ ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟେସନାଲ ସୁବିଧା ନୂଆଦିଲ୍ଲୀ, (ପିଆଇବି) : ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ ସୁପର
Read More...

ପଣ୍ଡିତ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମରେ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା ଶିକ୍ଷକ ହିମାଂଶୁ ଚନ୍ଦଙ୍କ ସଭାପତିତ୍ୱରେ ସୋମବାର ସକାଳ ୧୦ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି
Read More...

ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ୩ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ସଫଳତାର ସହ ଉଦଯାପିତ ହୋଇଯାଇଛି । ସ୍କାଉଟ ଓ ଗାଇଡ ମାନଙ୍କ ଦ୍ୱାରା କ୍ୟାମ୍ପ କ୍ରାଫ୍ଟ, ବ୍ଲକ ଗେଟ, ଆଂଚଳିକ ନୃତ୍ୟ, ପ୍ରଦର୍ଶନୀ, ପେଣ୍ଟିଙ୍ଗ, ର‍୍ୟାମ୍ପ
Read More...

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଢେଙ୍କାନାଳ, (ତାପସ ଦାସ) : ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ । ଏପଟେ ପରିବାର ଲୋକେ ହତ୍ୟା କରି ଦେଇଥିବାର ଅଭିଯୋଗ ଆଣିଥିବା ବେଳେ ସ୍ୱାମୀ କହିଲେ ରାଗରେ ଏମିତି ରସି ଲଗେଇ କରିଛି ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଁଦିଆ ବ୍ଲକର ଦଲାର
Read More...

ଶଶିଭୂଷଣ ମିଶ୍ରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପାଠାଗାର ହଲ୍‌ଠାରେ ଶଶିଭୂଷଣ ମିଶ୍ର (ବୁଢ଼ା ମାଷ୍ଟ୍ରେ)ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ସମ୍ବଲପୁରୀ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କାମଦେବ ସାହୁ ଯୋଗଦେଇ ବୁଢ଼ା ମାଷ୍ଟ୍ରେଙ୍କ ଗବେଷଣାତ୍ମକ
Read More...

ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲ୍‌ପର

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ଉପରେ ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା । ଗତ ୨୫ତାରିଖ ରାତିରେ ‌ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ସାଗରପାଲି କଲୋନୀ ନିକଟରେ ଏକ ମାଲବାହୀ ଗାଡ଼ି ରାସ୍ତା କଡ଼ରେ ଏକ ଗଛକୁ ଧକ୍କାଦେଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାକୁ ୩ଦିନ ହୋଇ ସାରିଥିବା
Read More...

ବଲାଙ୍ଗିର ଜିଲ୍ଲାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଗାଇନୋଲୋଜିଷ୍ଟ ସମ୍ମିଳନୀ ଗୃହ ଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳନ କରାଯାଇଛି । ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ସ୍ନେହଲତା ସାହୁ, ଜିଲ୍ଲା ମୁଖ୍ୟ
Read More...

ଗଣ୍ତାବାହାଲିରେ ବିଶ୍ୱ ନାଟ୍ୟ ଦିବସ ପାଳନ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅର୍ନ୍ତଗତ ଗଣ୍ତାବାହାଲିଠାରେ ରାମଗଡ଼ ବିକାଶ ପରିଷଦ ଆନୁକୂଲ୍ୟରେ ରବିବାର ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଛି । ଏ ଅବସରରେ ରାମଗଡ଼ ବିକାଶ ପରିଷଦର ସଭାପତି ପଙ୍କଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି
Read More...

ଅଖିଳ ଭାରତ ବୀମା କର୍ମଚାରୀ ସଂଘ ଆହ୍ଵାନରେ ଆଜି ସାରା ଦେଶରେ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇ ଦିନିଆ ଧର୍ମଘଟ :…

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜୀବନ ବୀମା ନିଗମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏବଂ ପୁଞ୍ଜି ବଜାରରେ ଏହାର ଶେୟାର ବିକ୍ରି କରିବାର ଉଦ୍ୟମକୁ ବନ୍ଦ କରିବା ଭାରତୀୟ ଜୀବନ ବୀମା ନିଗମ ତରଫରୁ ସରକାରଙ୍କ ଠାରେ ଦାବୀ କରାଯାଇଥିଲା । ସେଥିପାଇଁ ଆଜି ୨୮ ତାରିଖ ଓ ଆସନ୍ତା କାଲି
Read More...