pakka

ଶଶିଭୂଷଣ ମିଶ୍ରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପାଠାଗାର ହଲ୍‌ଠାରେ ଶଶିଭୂଷଣ ମିଶ୍ର (ବୁଢ଼ା ମାଷ୍ଟ୍ରେ)ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ସମ୍ବଲପୁରୀ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କାମଦେବ ସାହୁ ଯୋଗଦେଇ ବୁଢ଼ା ମାଷ୍ଟ୍ରେଙ୍କ ଗବେଷଣାତ୍ମକ ଶିକ୍ଷା ଓ ତାହା ଛାତ୍ର ଛାତ୍ରୀ ମାନଙ୍କ ଉପରେ ପ୍ରଭାବ ତତ୍ ସହିତ ତାଙ୍କ ସାହିତ୍ୟ ଉପରେ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସଭାକୁ ପରିଷଦର ସଭାପତି ଧନପତି ମହାପାତ୍ର ପରିଚାଳନା କରିଥିଲେ । ସମ୍ପାଦକ ଉତ୍ପନ୍ନ ଭୋଇ ମଞ୍ଚାସୀନ ଥିଲେ । ଏହି ଅବସରରେ ସଂଗୀତ ଜଗତରେ ବିଶେଷ ଅବଦାନ ପାଇଁ ଶ୍ରୀମତୀ ରୀନା ଦାସଙ୍କୁ ସମ୍ମାନିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

seven − 6 =