Daily Archives

ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ୍‌ ପ୍ରତିଯୋଗିତା ଆସନ୍ତା ମଇ ପ୍ରଥମ ସପ୍ତାହରୁ : ୨୮ ତାରିଖରୁ ଆବେଦନ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି. ଡି. ପି.ଏଲ) କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସକାଶେ ଆସୋସିଏସନ୍‌ର ସଭାପତି
Read More...

ଆଜାଦି କେ ଅମୃତ ମହୋତ୍ସବ ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କ ସଂଗ୍ରାମର କଥା ଉପରେ ଆଲୋଚନାଚକ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିକାଶ ସ୍କୁଲ୍ ସମ୍ମିଳନୀ କକ୍ଷରେ ଆଜାଦି କେ ଅମୃତ ମହୋତ୍ସବ ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କ ସଂଗ୍ରାମର କଥା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାଉନସିଲ ଫର୍ ସୋସିଆଲ ଡେଭଲପମେଣ୍ଟ, ହାଇଦ୍ରାବାଦ ଓ ସ୍ୱୟଂସିଦ୍ଧା ଫାଉଣ୍ଡେସନ ବରଗଡ ତଥା
Read More...

ଛତ୍ରପୁରର ସୃଜନ ସାହିତ୍ୟ ସଂସ୍କୃତି ସଂସଦର ମାସିକ କବିତା ଆସର

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ମାସିକ କବିତା ଆସର ସାମାରୋହରେ ପାଳିତ ହୋଇଯାଇଛି । ଓଡିଶା ରାଜ୍ୟ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ମିଳନୀ କକ୍ଷରେ ସଭାପତି ଲକ୍ଷ୍ମଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ରଙ୍ଗାରଙ୍ଗ ଓ ସାରସ୍ୱତ ସାମାରୋହରେ ୟୁରୋ ସ୍କୁଲର ତୃତୀୟ ବାର୍ଷିକୋତ୍ସବ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ‘ୟୁରୋ ସ୍କୁଲ’ ତୃତୀୟ ବାର୍ଷିକୋତ୍ସବ ରଙ୍ଗାରଙ୍ଗ ଓ ସାରସ୍ୱତ ସାମାରୋହ ମଧ୍ୟରେ ପାଳିତ ହୋଇଯାଇଛି । "ଅସ୍ତ୍ର" ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ନିଖିଳ ଓଡିଶା ଆଶାକର୍ମୀ ପାଟଣାଗଡ ସଂଘ ଶାଖା ପକ୍ଷରୁ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା

କେନ୍ଦ୍ର ସରକାରଙ୍କ କାକ ସ୍ନାନ, ବକ ଧ୍ୟାନ, ସ୍ୱାନ ନିନ୍ଦ୍ରା, ସ୍ୱଳ୍ପାହାରୀ ଶ୍ଳୋକ ନୀତିରେ ଚାଲୁଥିବା ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ଦିଆଯାଉ : ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ପାଟଣାଗଡ଼, (ଗୋରେଖନାଥ ବରିହା) : ଅଖିଳ ଭାରତୀୟ ଟ୍ରେଡ ୟୁନିୟନ (ଏ.ଆଇ.ଟି.ୟୁ.ସି)
Read More...

ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

ମୁନିଗୁଡ଼ା : ରାୟଗଡା ଜିଲ୍ଲା ରାମନାଗୁଡ଼ା ଠାରେ ଚେକିଂ କରିବା ବେଳେ ଏକ ଆଇଚର ଟ୍ରକ୍‌ରୁ ୩୫ଟି ବସ୍ତାରୁ ପ୍ରାୟ ୧୨୨୮ କେଜି ଗଞ୍ଜେଇ ଜବତ ଗୁଣୁପୁର ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରାମନାଗୁଡା ଠାରେ ପୋଲିସ ଚେକିଂ ବେଳେ ଏକ ଆଇଚର ଟ୍ରକ୍‌କୁ ସନ୍ଦେହ ହେବାରୁ ପୋଲିସ
Read More...

ଏମ୍‌ସିଏଲ୍‌ରେ ବନ୍ଦ ପ୍ରଭାବ : କୋଇଲାଖଣି ଗୁଡିକରେ ଉତ୍ପାଦନ ଏବଂ ପରିବହନ ସମ୍ପୂର୍ଣ୍ଣ ବନ୍ଦ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ଜବରଦସ୍ତ ଭାରତ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ରାଷ୍ଟ୍ରାୟତ ଉଦ୍ୟୋଗ ଏମ୍‌ସିଏଲ୍‌ର ତାଳଚେରରେ ଥିବା ସମସ୍ତ କୋଇଲାଖଣି ଯଥା ଲିଙ୍ଗରାଜ, ଅନନ୍ତ, ବଳରାମ, ଭୁବନେଶ୍ଵରୀ, ଜଗନ୍ନାଥ, ହିଙ୍ଗୁଳା, ଭରତପୁର ଏବଂ କଣିହାଁ କୋଲ ମାଇନ୍ସ ଉପରେ
Read More...

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ରାଜଧାନୀରେ ଭାରତ ବନ୍ଦର ପ୍ରଭାବ । ଫସି ରହିଲା ଆମ୍ଵୁଲାନ୍ସ । ଜୟଦେବ ବିହାର ନିକଟରେ ଆଗକୁ ଯାଇପାରିଲାନି ଆମ୍ବୁଲାନ୍ସ । ଶେଷରେ ରାସ୍ତା ନଛାଡିବାରୁ ଫେରିଗଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ, ସୋମବାରଠୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍
Read More...

ପୌର ନିର୍ବାଚନ ଫଳାଫଳ ସମ୍ପର୍କିତ ଜିଲ୍ଲା କଂଗ୍ରେସ କମିଟିର ଜରୁରୀ ବୈଠକ : ଗଞ୍ଜାମ ଜିଲ୍ଲାବାସୀଙ୍କୁ କୃତଜ୍ଞତା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବିଧାୟକ ରମେଶ ଜେନା ଓ ବ୍ରହ୍ମପୁର ମହାନଗର ନିଗମରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ମେୟର ପ୍ରାର୍ଥିନୀ ମଞ୍ଜୁ ରଥ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ପୌର ନିର୍ବାଚନ ଜନାଦେଶକୁ ସମ୍ମାନ ଜଣାଇ ନିର୍ବାଚିତ
Read More...

ନବନିର୍ମିତ ପୋଲରେ ପିଟି ହୋଇ ବାଇକ୍ ଆରୋହୀ ମୃତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ପଟାପୋଲ ନିକଟରେ ନବନିର୍ମିତ ପୋଲରେ ପିଟିହୋଇ ବାଇକ୍ ଜଣେ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡି । ମୃତକ ଜଣକ ବାସୁଦେବପୁର ବାଷଠି ଗ୍ରାମର ନବକିଶୋର ବେହେରାଙ୍କ ପୁଅ ବିପିନ୍ ବୋଲି ଜଣାପଡିଛି ।
Read More...