Daily Archives

ବଲାଙ୍ଗିର ପୌରାଧ୍ୟକ୍ଷ ନିର୍ବାଚନ : ବିଜେଡି ୩, ବିଜେପି ୧ ଓ କଂଗ୍ରେସ ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଶେଷ ହେବା ପରେ ହାର ଜିତ୍‌କୁ ନେଇ ଲୋକଙ୍କ ମନରେ ଅନେକ କଥା ଲାଗି ରହିଥିଲା । କିନ୍ତୁ ଆଜି ଏହି ଅପେକ୍ଷାର ଅନ୍ତ ଘଟି ବଲାଙ୍ଗିର ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡି ୩ଟି ଆସନକୁ କବଜା କରିଥିବା ବେଳେ ବିଜେପି ୧ ଓ କଂଗ୍ରେସ ୧ଟି ପୌରାଧ୍ୟକ୍ଷ ଆସନ
Read More...

ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ
Read More...

ରମ୍ଭା ସହରରେ ବିଜେପିର ବିଶାଳ ବିଜୟ ଶୋଭାଯାତ୍ରା

• ରମ୍ଭା ସହର ବିଜେପିର ପୂର୍ଣ୍ଣ ଦଖଲରେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭା ସହରରେ ବିଜେପିର ବିଶାଳ ଶୋଭାଯାତ୍ରା ସହ ବିଜୟର ବାନା ଉଡ଼ାଇ କର୍ମୀମାନେ ଆତସବାଜି ଓ କଷାରଙ୍ଗର ଫଗୁ ଖେଳିଛନ୍ତି, ଯାହା ଫଳରେ ରମ୍ଭା ସହରରେ ଖୁସିର ପର୍ବଭଳି ଆନନ୍ଦରେ ହୋ-ହାଲ୍ଲା ମଧ୍ୟରେ ସହର
Read More...

ତୁଷୁୁୁୁରା ଏନ୍‌ଏସିରେ ପୌରାଧ୍ୟକ୍ଷ ହେଲେ ବିଜେଡ଼ି ପ୍ରାର୍ଥୀ ଅଜୟ ଜୟସ୍ୱାଲ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁୁୁୁରା ଏନ୍‌ଏସିରେ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ଅଜୟ ଜୟସ୍ୱାଲ । ଯୁବ ସମାଜସେବୀ ଭାବେ ତୁଷୁରା ଅଂଚଳରେ ବେଶ୍‌ ଜଣାଶୁଣା ଅଜୟ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ
Read More...

ପୃଥିବୀ ଶାନ୍ତି ପାଇଁ ପାଠଚକ୍ର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଶାନ୍ତି ପାଇଁ ଛାତ୍ର/ଛାତ୍ରୀଙ୍କୁ ନେଇ ଏକ ପାଠଚକ୍ର ହୋଇଯାଇଛି । ଶ୍ରୀମା/ଶ୍ରୀ ଅରବିନ୍ଦଙ୍କ ବିଗ୍ରହରେ ଦୀପ ପ୍ରଜ୍ଵଳନ କରିବା ସହ ପୁଷ୍ପ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୧୫ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ବର୍ଷ ନିମନ୍ତେ ୦୬ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ସାଇଟ୍‌ ନର୍ସିଂ କଲେଜରେ ଶପଥ ଗ୍ରହଣ ଓ ୧୭ତମ ବାର୍ଷିକ ଉତ୍ସବ ପାଳନ

୧୨୦ ଜଣ ଛାତ୍ରଛାତ୍ରୀ ଶପଥ ନେଲେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସଦାଇପାଲି ସାଇଟ ନର୍ସିଂ କଲେଜଠାରେ ଏମ୍‌.ଏସ୍‌.ସି ନର୍ସିଂ, ବି.ଏସ.ସି. ନର୍ସିଂ, ଜି.ଏନ.ଏମ. ଏବଂ ଏ.ଏନ.ଏମ. ନର୍ସିଂ ଛାତ୍ରଛାତ୍ରୀଙ୍କ ଏକାଦଶତମ ଶପଥ ଗ୍ରହଣ ଓ ୧୭ତମ ବାର୍ଷିକ ଉତ୍ସବ ମହାସମାରୋହରେ
Read More...

କଂଟାବାଂଜି ଏନ୍‌ଏସିରେ ଚେୟାରମେନ ପଦବୀରେ କଂଗ୍ରେସର ବାଜିମାତ୍‌

୭ ମହିଳା ଓ ୮ପୁରୁଷ କାଉନସିଲର ପ୍ରଥମ ଥର ହେଲେ ନିର୍ବାଚିତ୭୯୮ ଭୋଟରେ ହେଲେ ବିଜୟୀ, ୧୧୩ଜଣ ଭୋଟର ଚେୟାରମେନ ପାଇଁ ନୋଟାରେ ଦେଲେ ଭୋଟ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏସିରେ କଂଗ୍ରେସର ବରିୟାମ ସିଂ ସାଲୁଜା ୭୯୮ ଭୋଟରେ ବିଜୟୀ ହୋଇଛନ୍ତି ।
Read More...

ସହକାରୀ କୃଷି ଅଧିକାରୀଙ୍କ ବିୟୋଗ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହର ଗୋକର୍ଣ୍ଣେଶ୍ୱର ପଡ଼ା ନିବାସୀ ତାପସ ରଞ୍ଜନ ପଣ୍ଡା ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ସହକାରୀ କୃଷି ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେ କାମଳ (ଜଣ୍ଡିସ) ରୋଗରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ଭୁବନେଶ୍ୱର ସ୍ଥିତ ସମ ଅଲଟିମେଟ
Read More...

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ଦିଲୀପ ସଭାପତି, ରାଜେନ୍ଦ୍ର ସାଧାରଣ ସମ୍ପାଦକ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ୨୦୨୨-୨୩ ବର୍ଷ ପାଇଁ ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଦିଲୀପ କୁମାର ବେହେରା, ସାଧାରଣ ସମ୍ପାଦକ-ରାଜେନ୍ଦ୍ର ନାଏକ, ଉପ ସଭାପତି-ଶୁଭେନ୍ଦୁ ସାହୁ, ଯୁଗ୍ମ ସମ୍ପାଦକ-ସମ୍ପଦ କୁମାର
Read More...