pakka

ତୁଷୁୁୁୁରା ଏନ୍‌ଏସିରେ ପୌରାଧ୍ୟକ୍ଷ ହେଲେ ବିଜେଡ଼ି ପ୍ରାର୍ଥୀ ଅଜୟ ଜୟସ୍ୱାଲ

bbehera

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁୁୁୁରା ଏନ୍‌ଏସିରେ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ଅଜୟ ଜୟସ୍ୱାଲ । ଯୁବ ସମାଜସେବୀ ଭାବେ ତୁଷୁରା ଅଂଚଳରେ ବେଶ୍‌ ଜଣାଶୁଣା ଅଜୟ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jay balangir
Leave A Reply

Your email address will not be published.

3 × 3 =

error: Content is protected !!