Daily Archives

ମ.ରାମପୁର ଓକିଲ ସଂଘରେ ସଭାପତି ଓ ସମ୍ପାଦକ ନିଦ୍ୱର୍ନ୍ଦରେ ନିର୍ବାଚିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘ ନିର୍ବାଚନ ଶେଷ ହୋଇଯାଇଛି । ଏଥିରେ ସଭାପତି ଭାବେ ଜୟ କୁମାର ସିଂହଦେଓ, ଉପ-ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ଭାବେ ଯତିନ୍ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ଠାକୁର ଚରଣ ସାହୁ, ଯୁଗ୍ମ ସମ୍ପାଦକ ଭାବେ ଆଶିଷ
Read More...

ବାଲିଗୁଡ଼ା ଏନ୍‌ଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ : ବିଜେପି ଖାତା ଖୋଲି ପାରିନାହିଁ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୌର ନିର୍ବାଚନରେ ପୁଣି ବିଜେଡ଼ିର ବାଜିମାତ୍ । ମାଟି କାମୁଡ଼ିଲେ ଦୁଇ ଜାତୀୟ ଦଳ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି କରିଛି ବିପୁଳ ବିଜୟ । ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା
Read More...

ପଦ୍ମପୁର ବାର୍‌ ଏସୋସିଏସନ୍‌ ବାର୍ଷିକ ନିର୍ବାଚନରେ ସଭାପତି ଭାବେ ଉମେଶ ଓ ଉପସଭାପତି ଭାବେ ମାନସ ନିର୍ବାଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବାର ଏସୋସିଏସନ୍‌ ବାର୍ଷିକ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଥିଲା । ସଭାପତି ପଦ ନିମନ୍ତେ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ପଦ ସବୁ ମନୋନୟନ ହୋଇଥିଲା । ନିର୍ବାଚନରେ ଉମେଶ ଚନ୍ଦ୍ର ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ
Read More...

ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସରେ ସଫଳତମ ଫରେଷ୍ଟରଙ୍କୁ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଭୂବନେଶ୍ୱର ସ୍ଥିତ ଜୟଦେବ ଭବନରେ ଗତ ୨୧ ତାରିଖ ଦିନ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନଦିବସ ପାଳନ ଅବସରରେ ଟିଟଲାଗଡ଼ କେନ୍ଦୁପତ୍ର ବନଖଣ୍ଡ, ଦେଓଗାଁ କେନ୍ଦୁପତ୍ର ରେଞ୍ଜ ଅଫିସର ଦାୟିତ୍ୱରେ ଥିବା ଫରେଷ୍ଟର ଧୋବା ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ
Read More...

ଭୁବନ ପୌର ପରିଷଦର ଅଧ୍ୟକ୍ଷ ହେଲେ ଶୁଭେନ୍ଦୁ ସାହୁ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭୁବନ ପୌରପରିଷଦର ଅଧ୍ୟକ୍ଷ ଭାବେ ଶୁଭେନ୍ଦୁ ସାହୁ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୯୦୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କ ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ
Read More...

କାମାକ୍ଷାନଗରରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଧର୍ମାନନ୍ଦ ପରିଡା ବିଜୟୀ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ଧର୍ମାନନ୍ଦ ପରିଡା ନିର୍ବାଚିତ ହୋଇଛନ୍ତି । ତାଙ୍କ ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Read More...

ଢେଙ୍କାନାଳରେ ପୌର ନିର୍ବାଚନରେ ଜୟନ୍ତୀ ପାତ୍ର ବିଜୟୀ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ପୌର ପରିଷଦରେ ବିଜେପି ଅଧକ୍ଷ ପ୍ରାର୍ଥୀ ଜୟନ୍ତୀ ପାତ୍ର ୪୧୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Read More...

କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ ୧୧ରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟପ୍ରତାପ ମିଶ୍ର ବିଜୟୀ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ ୧୧ରେ କାଉନସିଲର ଭାବେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟପ୍ରତାପ ମିଶ୍ର ବିଜୟୀ ହୋଇଥିବା ସୂଚନା ମିଳିଛି । ତାଙ୍କ ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Read More...

ପାଟଣାଗଡ଼ ପୌର ନିର୍ବାଚନରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳଙ୍କ ସହ ୧୫ଟି ୱ।ର୍ଡରୁ ୧୪ଟି ୱାର୍ଡରେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକଙ୍କ ଜନହିତକର ବିକାଶ ଧାରା ଓ ବିଧାୟକ ସରୋଜ ମେହେରଙ୍କ କଠୋର ପରିଶ୍ରମ କରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଐତିହାସିକ ବିଜୟ ସଫଳ ହୋଇଛନ୍ତି । ଦୀର୍ଘ ବର୍ଷ ପରେ ପୌର
Read More...

ବଲାଙ୍ଗିର ସହରରେ ନକଲି ବିଦେଶୀ ମଦ ତିଆରି କରୁଥିବା ୭ ବିହାରୀ ଯୁବକଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ନକଲି ବିଦେଶୀ ମଦ ତିଆରି କରୁଥିବା ୭ ବିହାରୀ ଯୁବକଙ୍କୁ ଗିରଫ୍‌ କରି ଆଜି ପୋଲିସ କୋର୍ଟ ଚାଲାଣ କରିଥିବା ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ଥାନୀୟ ଉଦୟନଗରରେ କିଛି ବିହାରୀ ଯୁବକ ନକଲି
Read More...
error: Content is protected !!