pakka

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ଦିଲୀପ ସଭାପତି, ରାଜେନ୍ଦ୍ର ସାଧାରଣ ସମ୍ପାଦକ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ୨୦୨୨-୨୩ ବର୍ଷ ପାଇଁ ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଦିଲୀପ କୁମାର ବେହେରା, ସାଧାରଣ ସମ୍ପାଦକ-ରାଜେନ୍ଦ୍ର ନାଏକ, ଉପ ସଭାପତି-ଶୁଭେନ୍ଦୁ ସାହୁ, ଯୁଗ୍ମ ସମ୍ପାଦକ-ସମ୍ପଦ କୁମାର ପୋଢ଼, କୋଷାଧ୍ୟକ୍ଷ- ଜ୍ୟୋତିରଞ୍ଜନ ପଟେଲ ଓ ଗ୍ରନ୍ଥାଗାରିକ ଭାବେ ଗୌରୀଶଙ୍କର ସାହୁ ନିର୍ବାଚିତ ହୋଇଛନ୍ତି । ଏଥିସହିତ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ରାଜେଶ ବାବୁ, ଶଶାଙ୍କ ଶେଖର ଭୋଇ, ରମାକାନ୍ତ ନାଏକ ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

16 − 12 =