Daily Archives

ରେଲୱେ ପୁଲିସ ଦ୍ୱାରା ଗଞ୍ଜେଇ ଜବତ ସହ ଜଣେ ଗିରଫ

ଜଟଣୀ : ଖୋର୍ଦ୍ଧାରୋଡ୍‌ ରେଳ ଷ୍ଟେସନରୁ ରେଲୱେ ପୁଲିସ(ଜିଆର୍‌ପି) ଦ୍ୱାରା ୨୦ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଖବର ମିଳିଛି । ଗଞ୍ଜେଇ ଚାଲାଣ କରୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ମନୋଜ କୁମାର ବେହେରାଙ୍କୁ ଜିଆର୍‌ପି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା
Read More...

ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ୬ ଜଣ ଯୁବକ ନିଖୋଜ

ଯାଜପୁର : ଯାଜପୁର ଟାଉନ ଥାନା ଅନ୍ତର୍ଗତ ବଡ଼ ସୁଆର ଅଞ୍ଚଳରେ ଆଜି ଖରସ୍ରୋତା ନଦୀକୁ ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ୬ ଜଣ ଯୁବକ ନିଖୋଜ ହୋଇଯାଇଥିବା ଖବର ମିଳିଛି । ବଡ଼ସୁଆର ନିକଟ ଘାଟରେ ସେମା​‌ନେ ବୁଡ଼ିଯାଇଥିବା କୁହାଯାଉଛି । ପରିଚୟ ଅସ୍ପଷ୍ଟ ରହିଥିବା ବେଳେ
Read More...

ରାଜେନ୍ଦ୍ର ଆଲୁମ୍ନି ବାର୍ଷିକ ସାଧାରଣ ବୈଠକ ୨୦ରେ ନେଇ ଆଲୁମ୍ନି ସଭାପତିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୦ ମାର୍ଚ୍ଚ ରବିବାର ପୂର୍ବାହ୍ନ ୧୦ଟା ୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆର୍ଟ୍ସ ବ୍ଲକ୍ ହଲରେ ପୁରାତନ ଛାତ୍ର ସଂସଦର ଏଜିଏମ୍ ଆୟୋଜନ ହେଉଛି । ମୋ କଲେଜ ଅଭିଯାନ, ଆଲୁମ୍ନିର ସମ୍ବିଧାନ ସଂଶୋଧନ ଆଦି ପ୍ରସଙ୍ଗରେ ଆଲୋଚନା ହେବା ସହ ଆୟବ୍ୟୟର ବିବରଣୀ
Read More...

ବାଣ ଫୁଟି ୪ ଗୁରୁତର

ନିମାପଡ଼ା, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବଳଙ୍ଗା ସାଇଁସ ଭଗବତୀପୁର ମେଳଣରେ ବାଣ ଫୁଟି ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
Read More...

ଆହତ ବ୍ୟକ୍ତିକୁ ସହାୟ ହେଲେ ରେଡକ୍ରସ କର୍ମୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ରୋଡ ମନମୁଣ୍ଡା (ଷାଣ୍ଢପାଲି) ଗ୍ରାମ ପାଖରେ ଗୁରବାର ସଂନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ରାଜେଶ ବଗର୍ତ୍ତି (୨୮) ଓ ତାଙ୍କ ମାତା ଲକ୍ଷ୍ମୀ ବଗର୍ତ୍ତି ଆହତ ହୋଇ ରାସ୍ତାରେ ପଡିଥିଲେ । ସେହି ରାସ୍ତା ଦେଇ ଡେଙ୍ଗ ବିଦ୍ୟାଳୟରୁ ଫେରୁଥିବା ଶିକ୍ଷକ
Read More...

ସଇଁତଲାଠାରେ ଆମ୍ବେଦକର ପ୍ରତିମୂର୍ତ୍ତି ପାଇଁ ସ୍ଥାନ ଆବେଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳିତ ଆଦିବାସୀ, ପଛୁଆ ବର୍ଗ ଅଧିବାସୀ ବହୁଳ ସଇଁତଲା ବ୍ଲକଠାରେ ଭାରତ ରତ୍ନ ବାବା ସାହେବ ଡ. ବି.ଆର. ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ଏପ୍ରିଲ ୧୪
Read More...

ଡେଲାଙ୍ଗରେ ଦୋଳ ପୂର୍ଣ୍ଣିମା ଉତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦୋଳ ଉତ୍ସବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ । ଏହି ଅବସରରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ପର୍ବ
Read More...

ଟାଇଟଲ୍‌ ବଜାୟ ରଖିବା ଲାଗି ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ କରିବ ରେଳବାଇ

• ଆସନ୍ତା ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଚାମ୍ପଅନସିପ୍ ଭୁବନେଶ୍ୱର, (ପିଆଇବି) : ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ (ପୁରୁଷ ଓ ମହିଳା) ୨୦୨୧-୨୨ ଆସନ୍ତା ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭାରତୀୟ
Read More...

ପୁଇଁନ୍ତଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସରୋଜ କୁମାର ପ୍ରଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସରୋଜ କୁମାର ପ୍ରଧାନ । ସେ ପ୍ରଥମେ ବ୍ଲକ ପରିସରରେ ଏକ ପୂଜାର୍ଚ୍ଚନା କରି ବ୍ଲକର ସମସ୍ତ ଜନସାଧାରଣଙ୍କ ପାଇଁ ପ୍ରାର୍ଥନା କରିବା ପରେ ସେ ନୂତନ ବ୍ଲକ ଅଧ୍ୟକ୍ଷ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକ ବଡବାହାଲ ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ହଲଦୀ ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରା.ପ.ରୁ ଜଣେ,
Read More...