pakka

ପୁଇଁନ୍ତଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସରୋଜ କୁମାର ପ୍ରଧାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସରୋଜ କୁମାର ପ୍ରଧାନ । ସେ ପ୍ରଥମେ ବ୍ଲକ ପରିସରରେ ଏକ ପୂଜାର୍ଚ୍ଚନା କରି ବ୍ଲକର ସମସ୍ତ ଜନସାଧାରଣଙ୍କ ପାଇଁ ପ୍ରାର୍ଥନା କରିବା ପରେ ସେ ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ବ୍ଲକର ସମସ୍ତ କର୍ମଚାରୀ ଏବଂ ସମସ୍ତ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପମାଲ୍ୟ ଏବଂ ଫୁଲତୋଡା ଦେଇ ସମର୍ଦ୍ଧିତ କରିଥିଲେ ।

jay balangir
Leave A Reply

Your email address will not be published.

3 − one =

error: Content is protected !!